ସୋସିଆଲ୍‌ ମିଡିଆରେ ବୁଲିଲା ଜମ୍ପ୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ JumpForBhubaneswarChallenge is breaking the Internet!

951 0

ଭୁବନେଶ୍ବର : ସୋସିଆଲ୍‌ ମିଡିଆରେ ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ର ସୁଅ ଛୁଟିଛି। ହକି ବିଶ୍ବକପ୍‌ ଅବସରରେ କଳାକୃତି ସହରର ଚିତ୍ର ବଦଳାଇ ଦେଇଥିବା ବେଳେ ଏହାକୁ ବିଶ୍ବ ଦୃଶ୍ୟପଟ୍ଟରେ ଉପସ୍ଥାପନ କରିବା ପାଇଁ ଆରମ୍ଭ ହୋଇଥିବା ଚ୍ୟାଲେଞ୍ଜ୍‌କୁ ଆପଣାଇଛନ୍ତି ଯୁବବର୍ଗ। ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଭୁବନେଶ୍ବରର ସୌନ୍ଦର୍ଯ୍ୟ ସହ ଅନେକ ଫଟୋ ପୋଷ୍ଟ୍‌ ହୋଇ ଏବେ ଭୁବନେଶ୍ବରର ସହରର ସୌନ୍ଦର୍ଯ୍ୟ ପୂରା ବିଶ୍ବକୁ ବ୍ୟାପିଛି। କଳାକୃତି ନିକଟରେ ଡେଇଁବା ସହ ଫଟୋ ଉଠାଇ ସେଥିରେ କ୍ୟାପ୍‌ସନ ଦେଇ ଅନେକ ପୋଷ୍ଟ୍‌ କରି ୨ ଜଣଙ୍କୁ ଏହି ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ଏହି ଅବସରରେ  ଶିଶୁ ଭବନ ଛକରେ ଏହି ଚ୍ୟାଲେଞ୍ଜ୍‌ରେ ଅଂଶୀଦାର ହେବାକୁ ଭିଡ଼ ଜମିଥିଲା।

The Temple City to Smart City transformation of Bhubaneswar has taken a beautiful shape with numerous plazas, murals on walls with different themes and revamped public spaces donning the cityscape. As the city transformation has received due attention from citizens, the #JumpForBhubaneswarChallenge has gone viral with hundreds of people joining the challenge by posting their photographs on social media sites with their photos taken at the beautiful locations.

Related Post

ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

Posted by - October 22, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ ସୁରଭି 2022 କାର୍ଯ୍ୟକ୍ରମ ଶୁକ୍ରବାର ଦିନ ବିଜେପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ…

ଯାଜପୁର ଜିଲ୍ଲା ବରିଷ୍ଠ ସାମ୍ୱାଦିକ ତଥା ଚଳଚ୍ଚିତ୍ର ଅଭିନେତା ହରିହର ସ୍ଵାଇଁ ଙ୍କୁ ସମ୍ବର୍ଦ୍ଧନା

Posted by - February 23, 2021 0
ଯାଜପୁର ଅଫିସ :ଯାଜପୁର ର ବରିଷ୍ଠ ସାମ୍ବାଦିକ ତଥା ଚଳଚ୍ଚିତ୍ର ଅଭିନେତା ହରିହର ସ୍ଵାଇଁ ଙ୍କୁ ଅସୁରାଲି ସ୍ଥିତ ମା ରଟନ୍ତି କାଳୀ ମହୋତ୍ସବ କମିଟି ପକ୍ଷରୁ…

ଦିଲ୍ଲୀ ରେ ଧମାଲ ମଚେଇଲେ ଓଡ଼ିଆ ପୁଅ

Posted by - December 4, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ଦିଲ୍ଲୀ ର ସୂକ୍ଷ୍ମ କଳା ପ୍ରତିଷ୍ଠାନ ରେ ନିଜର କଳା ପ୍ରଦର୍ଶନ କରିବାକୁ ଯାଇ ଧମାଲ ମଚେଇଲେ ଓଡ଼ିଆ ପୁଅ ଡ୍ରାଦ୍ଭିଡ କରକରିଆ।ରାୟଗଡା ଜିଲ୍ଲା ଅମ୍ବାଦଳା…

ଷଷ୍ଠ ଗଡାଜାତ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା

Posted by - December 17, 2022 0
ହରଭଙ୍ଗା :୧୬/୧୨(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ସାଧୁଚରଣ ଖେଳ ପଡିଆ ଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବ ର…

ଆହ୍ବାନ” ତରଫରୁ ରଜ ମହୋତ୍ସବ ଗୋଖନା ରେ ପାଳିତ

Posted by - June 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “ଆହ୍ବାନ” ତରଫରୁ ରଜ ମହୋତ୍ସବ ଗୋଖନା ରେ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ…

There are 1 comments

Leave a comment

Your email address will not be published.