ଭୁବନେଶ୍ବର : ସୋସିଆଲ୍ ମିଡିଆରେ ଜମ୍ପ୍ ଫର୍ ଭୁବନେଶ୍ବର ଚ୍ୟାଲେଞ୍ଜ୍ର ସୁଅ ଛୁଟିଛି। ହକି ବିଶ୍ବକପ୍ ଅବସରରେ କଳାକୃତି ସହରର ଚିତ୍ର ବଦଳାଇ ଦେଇଥିବା ବେଳେ ଏହାକୁ ବିଶ୍ବ ଦୃଶ୍ୟପଟ୍ଟରେ ଉପସ୍ଥାପନ କରିବା ପାଇଁ ଆରମ୍ଭ ହୋଇଥିବା ଚ୍ୟାଲେଞ୍ଜ୍କୁ ଆପଣାଇଛନ୍ତି ଯୁବବର୍ଗ। ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ଭୁବନେଶ୍ବରର ସୌନ୍ଦର୍ଯ୍ୟ ସହ ଅନେକ ଫଟୋ ପୋଷ୍ଟ୍ ହୋଇ ଏବେ ଭୁବନେଶ୍ବରର ସହରର ସୌନ୍ଦର୍ଯ୍ୟ ପୂରା ବିଶ୍ବକୁ ବ୍ୟାପିଛି। କଳାକୃତି ନିକଟରେ ଡେଇଁବା ସହ ଫଟୋ ଉଠାଇ ସେଥିରେ କ୍ୟାପ୍ସନ ଦେଇ ଅନେକ ପୋଷ୍ଟ୍ କରି ୨ ଜଣଙ୍କୁ ଏହି ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ଏହି ଅବସରରେ ଶିଶୁ ଭବନ ଛକରେ ଏହି ଚ୍ୟାଲେଞ୍ଜ୍ରେ ଅଂଶୀଦାର ହେବାକୁ ଭିଡ଼ ଜମିଥିଲା।
The Temple City to Smart City transformation of Bhubaneswar has taken a beautiful shape with numerous plazas, murals on walls with different themes and revamped public spaces donning the cityscape. As the city transformation has received due attention from citizens, the #JumpForBhubaneswarChallenge has gone viral with hundreds of people joining the challenge by posting their photographs on social media sites with their photos taken at the beautiful locations.
Great post thank you. Hello Administ . Cami Halısı ve Cami Halıları Firmasi. cami halısı