ମୁନିଗୁଡା : ୨୯/୪(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ଗୁଣପୁର ପଞ୍ଚା ବାଉରୀ ସାହି ରେ ଠାକୁରାଣୀ ପର୍ବ ପାଳନ ହୋଇଯାଇଛି। ଏହି ଯାତ୍ରା ପାଇଁ ଭକ୍ତ ଙ୍କ ସମାଗମ ହୋଇ ରହିଛି।
ଏହି ପର୍ବ ୩ବର୍ଷ କୁ ଥରେ କରା ଯାଏ । ଏହି ପର୍ବ ପାଇଁ ଗୁଣୁପୁର ସହର ଚଳ ଚଞ୍ଚଳ ହୋଇ ଉଟିଛି। ଏହି ଯାତ୍ରା ରେ ସମସ୍ତ ପରିବାର ନିଜ ଗୃହ କୁ ବନ୍ଧୁ ବାନ୍ଧବ ଙ୍କୁ ନିମତ୍ରଣ କରି ଥାଆନ୍ତି ଏବଂ ସହି ମଝି ରେ ବିଭିନ୍ନ ପ୍ରକାର ପଟୁଆର ସହିତ ନାଟକ ପ୍ରତି ଆକର୍ଷିତ କରିଥାଏ।