ଦୁଷ୍କର୍ମ କରି ଜେଲ ଗଲେ

50 0

ନର୍ଲା:(ଅମୀୟ କୁମାର ଦାସ)ସୂଚନା ମୁତାବକ ମ- ରାମପୁର ଥାନା ଅନ୍ତର୍ଗତ ଡୁମେରୀ ଗ୍ରାମର ସୋମନାଥ ପାତ୍ର ଙ୍କ ପୁଅ ବେଣୁଧର ପାତ୍ର ବୟସ -୧୯ ବର୍ଷ ଗତ କିଛି ମାସ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ମୂକ ବଧିର ୧୭ ବର୍ଷୀୟ ନାବାଳିକା କୁ ଘରେ କେହି ନ ଥିବାର ସୁଯୋଗ ନେଇ ଯୁବକ ଜଣକ ନାବାଳିକା କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ,ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଏ ନେଇ ପୀଡ଼ିତା ପରିବାର ଲୋକେ ଗତ ୬ ତାରିଖ ଦିନ ନର୍ଲା ଥାନରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଅଭିଯୁକ୍ତ କୁ ଗତ ୨୭ ତାରିଖ ଦିନ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ପୀଡ଼ିତା କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ନାମରେ ପକ୍ସୋ ଆକ୍ଟ ୯୩/୨୩ ଦଫା ୩୬୩.୩୬୬ ଏ,୩୭୬(୨)ନ,୫୦୬ ଅପିସି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Related Post

ଲାଞ୍ଚ ନେଲା ବେଳେ ଧରା ପଡିଲେ ICDS ସୁପରଭାଇଜର

Posted by - November 22, 2021 0
ନୂଆପଡା:(ମେଘନାଦ ନାଏକ)ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନସ୍ ହାତରେ ଧରା ପଡିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ICDS…

ଦୁଇ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କଲା ନବରଙ୍ଗପୁର ପୋଲିସ

Posted by - April 29, 2023 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ…

ଟିଟିଲାଗଡ ପୋଲିସ ଦ୍ଵାରା ୧୫ କେଜି ଗଞ୍ଜେଇ ଜବତ ସହ ଦୁଇ ଯୁବକଙ୍କୁ କରାଗଲା କୋର୍ଟ ଚାଲାଣ

Posted by - May 20, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୋଲିସ ଏକ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦୁଇ ଯୁବକଙ୍କୁ ଧରି ଆଜି କରିଛି କୋର୍ଟ ଚାଲାଣ। ସେମାନେ ହେଲେ ମଣିଚୂଳ କୁଶଳ ଏବଂ…

ଅପହରଣ ହୋଇଥିବା ନାବାଳିକା କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - November 23, 2022 0
ଖପ୍ରାଖୋଲ :୨୩/୧୧( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗ୍ରାମରୁ ଜଣେ ନାବାଳିକା କୁ ଦଶ ଦିନ ପୂର୍ବରୁ ଅପହରଣ କରିନେଇଥିବା…

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ ଡବଲ ମର୍ଡର

Posted by - November 13, 2019 0
ମୟୁରଭଞ୍ଜ:12/11/2019 ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ  ଘଟିଯାଇଛି ଅଭାବନୀୟ ଘଟଣା।  ସ୍ୱାମୀ ଓ ସ୍ତ୍ରୀ କୁ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୁତ୍ତ। ସୁଚନା…