Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ହୁଅଟସାପରେ ଷ୍ଟାଟସ୍ ଦେଇ ଯୁବକ ର ଆତ୍ମହତ୍ୟା

307 0

ଧର୍ମଗଡ଼:୨୯/୪(ହେମନ୍ତ କୁମାର ମାଝୀ)ପ୍ରେମ ରେ ଧୋକା ଖାଇବା ପରେ whtsp ରେ ଷ୍ଟାଟସ୍ ଦେଇ ଯୁବକ ର ଆତ୍ମହତ୍ୟା l ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁ ଚୁଆଁ ଗାଁ ରେ l ମୃତ ଯୁବକ ହେଲେ ଧର୍ମଗଡ ଥାନା ଅଏଁଲାଜୋର ଗାଁ ର ହିମାଂଶୁ ଭଇଁସାଲ l ସେ ଆତ୍ମହତ୍ୟା କରିବା ପୂର୍ବରୁ ତା ମୃତ୍ୟୁ ରେ କିଏ ଦାୟୀ ନୁହଁ,ଜଣେ ଝିଅ ତାକୁ ଧୋକା ଦେଇଥିବାରୁ ସହି ନ ପାରି ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛି l

ତା ବିନା ବଞ୍ଚିବା ସମ୍ଭବ ନୁହେଁ l ମୋବାଇଲରେ ସ୍ଟାଟସ ଦେଇ ଜୀବନ ହାରିଲା ଜଣେ ଯୁବକ l ନିଜ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡିଥିବା ଦେଖିବାକୁ ମିଳିଛି l ବିଳମ୍ବିତ ରାତିରେ ନିଜ ମୋବାଇଲରେ ଟାଟସ ଦେଇ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡିଛି l ଯୁବକ ଜଣେ ଭାଲୁଚୁଆ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ l ସକାଳ ପାହିଲା ବେଳ କୁ ଲୋକ ମାନେ ଦେଖି କୋକସରା ପୋଲିସ କୁ ଖବର ଦେଇଥିଲେ ତେବେ ତାଙ୍କ ମୋବାଇଲ ଟାଟସ ଭାଇରାଲ ହୋଇଥିବା ଯୋଗୁଁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଧେହ କରାଯାଉଛି l

ଏପରିକି ସ୍ଟାଟସ ରେ ଜଣେ ଯୁବବତୀ ଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଦୃଶ୍ୟ ଥିବା ମଧ୍ୟ ଜଣାପଡିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଛି l ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଆସି ପାରିବ ବୋଲି ପୋଲିସ ସୂଚନା ଦେଇଛି l

Related Post

୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲାପାଳ

Posted by - February 21, 2023 0
ବୌଦ୍ଧ: ୨୧ା୨(ଚିତ୍ତରଞ୍ଜନ ସିଂ)ଜଟିଳ ରୋଗରେ ପିଡିତ ହୋଇ ବୌଦ୍ଧ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବାହାରକୁ…

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଉପରେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ, ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର

Posted by - December 23, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା…

ଜୁନାଗଡରେ ଜମି ମାଫିଆ ମାଳାମାଳ, ସନ୍ଦେହରେ ତହସିଲ କର୍ମଚାରୀ, ଉତରାଧିକାରୀଙ୍କ ଅଗୋଚରରେ ଜମି ବିକ୍ରୀ ଅଭିଯୋଗ

Posted by - April 13, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଜମି ମାଫିଆଙ୍କ ଆଧିପତ୍ୟ ବଢ଼ିବାରେ ଲାଗିଛି। ଭବାନୀପାଟଣା ପରେ ବର୍ତ୍ତମାନ ଜୁନାଗଡ ରେ ଚାଲିଛି…

ମାଁ ସୁରେଶ୍ଵରୀଙ୍କ ଧୂମାବତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ

Posted by - October 14, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ମାଁ ସୁରେଶ୍ଵରୀ ଙ୍କ ଆଜି ଧୂମାବତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ଧୂମାବତୀ ବେଶ ଏକ ବିଧବା ବେଶ l ମାଁ…

ଗୁଲାବ ଠୁ ଅଧିକ ହେବ ଜୱାଦ,ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ

Posted by - December 3, 2021 0
ଭୁବନେଶ୍ବର: ପୁରୀ ସ୍ଥଳଭାଗ ଛୁଇଁ ଯିବ ବାତ୍ୟା ଜୱାଡ।   ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା…