Breaking News
12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା

ରିଜର୍ଭ ଗଣନାକାରୀ ଓ ସୂପରଭାଇଜରଙ୍କ ତାଲିମ ଅନୁଷ୍ଠିତ

111 0

ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ା ବ୍ଲକ୍ ସଦଭାବନା ଗୃହ ଠାରେ ପଛୁଆବର୍ଗ ଲୋକଙ୍କ ଗଣନା ନିମନ୍ତେ ରିଜର୍ଭ ଗଣନାକାରୀ ଓ ସୂପରଭାଇଜରଙ୍କ ତାଲିମ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ଜିଲ୍ଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଯୋଗଦେଇ ସର୍ଭେର ଉଦ୍ଦ୍ୟେଶ, ଗଣନାକାରୀଙ୍କ ଭୂମିକା ଓ ଦାଇତ୍ଵ ବିଷୟରେ ଆଲୋଚନା କରିଥିଲେ । ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକ, ଜିପିଇଓ ଗୋପାଳ ପଣ୍ଡା ଓ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରମୁଖ ପାୱାର ପଏଣ୍ଟ ମାଧ୍ଯମରେ ତାଲିମ ପ୍ରଦାନ କରିଥିଲେ ।

ମଙ୍ଗଳ ବିଭାଗ ଓ ଗଣଶିକ୍ଷା ବିଭାଗର ମୋଟ ବାସଠି ଜଣ ଶିକ୍ଷକ ଓ ଛଅ ଜଣ ସିଆରସିସି ଏହି ତାଲିମ ଗ୍ରହଣ କରିଥିଲେ ।ଆସନ୍ତା ମେ ମାସ ଏକ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ସର୍ଭେ ନିମନ୍ତେ ରାୟଗଡ଼ା ଜିଲ୍ଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ବ୍ୟାନର, ପୋଷ୍ଟର ଓ ମାଇକ ଜରିଆରେ ଆବଶ୍ୟକ ଜନସଚେତନତା ସୃଷ୍ଟି କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା କହିଛନ୍ତି ।

Related Post

ଯାଜପୁର ଜିଲ୍ଲାରେ ଅଭିନବ ପ୍ରତିବାଦ

Posted by - December 18, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ। ହେଲମେଟ୍ ନାଇ ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କଲେ ସ୍ଥାନୀୟ…

ପରାସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

Posted by - April 8, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ନିକଟସ୍ଥ ପରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ମାନଙ୍କ ନିମନ୍ତେ ଭ୍ରାମ୍ୟମାଣ ପାଠାଗାର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ଆୟୋଜନରେ…

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Posted by - April 23, 2022 0
ଭୁବନେଶ୍ଵର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଅସହ୍ୟ ତାତିରୁ ରାଜ୍ୟବାସୀ ସାମାନ୍ୟ ମୁକ୍ତି ପାଇ ଥିବା ବେଳେ ରାଜ୍ୟରେ କାଳବୈଶାଖୀ କୁ ନେଇ ମୋଟ୍…

ବିଶ୍ୱ ପରିବେଶ ଦିବସ ଅବସରରେ ବୁଢ଼ାରଜା ପାହାଡ଼ରେ ବୃକ୍ଷରୋପଣ

Posted by - June 5, 2022 0
ସମ୍ୱଲପୁର :(ରମାକାନ୍ତ ବିଶ୍ବାଳ) ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ସ୍ଥାନୀୟ ବୁଢ଼ାରଜା ଉଚ୍ଚ ବିଦ୍ଯାଳୟ ଠାରେ ପୂର୍ବାହ୍ନ :୧୦ ଘଟିକା ସମୟରେ ” ବିଶ୍ୱ ପରିବେଶ…

ଅନଲାଇନ ଶିକ୍ଷା କୁ ବନ୍ଦ କରି ସ୍କୁଲ, କଲେଜ ଖୋଲିବା ପାଇଁ ଅଖିଳ ଭାରତ ଛାତ୍ରର ବିକ୍ଷୋଭ

Posted by - August 17, 2021 0
ହରଭଙ୍ଗା:(ବୌଦ୍ଧ )ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସମ୍ପୁଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ…