ପୁରୀରୁ ହାଓଡ଼ା ବନ୍ଦେ ଭାରତ, ଆଜି ପ୍ରଥମ ଟ୍ରାଏଲ୍‌ ରନ୍‌

31 0

ଭୁବନେଶ୍ବର :ଓଡ଼ିଶାରେ ପ୍ରଥମଥର ଗଡ଼ିବାକୁ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସକାଳ ୬ଟା ୧୦ରେ ହାଓଡ଼ାରୁ ପୁରୀ ଯାତ୍ରା କରିବ। ସାଢ଼େ ୬ ଘଣ୍ଟା ମଧ୍ୟରେ ଟ୍ରେନ୍‌ଟି ପୁରୀରେ ପହଞ୍ଚିବ। ବାଟରେ ୬ଟି ଷ୍ଟେସନ୍‌ରେ ରହଣି କରିବ। ସକାଳ ୭ଟା ୩୮ରେ ଖଡ଼ଗପୁର, ୯ଟା ୪୮ରେ ଭଦ୍ରକ, ୧୦ଟା ୨୧ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୨ରେ ଭୁବନେଶ୍ବର, ଖୋର୍ଦ୍ଧାରୋଡ୍‌ରେ ୧୧ଟା ୪୦ରେ ଦୁଇ ମିନିଟ୍‌ ଲେଖାଏଁ ଅଟକିବ ଏବଂ ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଫେରିବା ବାଟରେ ମଧ୍ୟ ସମ୍ପୃକ୍ତ ଷ୍ଟେସନ୍‌ଗୁଡ଼ିକରେ ରହିବ। ଅପରାହ୍ଣ ୧ଟା ୫୦ରେ ‌ବନ୍ଦେ ଭାରତ ପୁରୀରୁ ହାୱଡ଼ା ଅଭିମୁଖେ ବାହାରିବ। ଅପରାହ୍ଣ ୨ଟା ୨୩ରେ ଖୋର୍ଦ୍ଧା‌ରୋଡ୍‌, ୨ଟା ୪୩ରେ ଭୁବନେଶ୍ବର, ୩ଟା ୧୦ରେ କଟକ, ୪ଟାରେ ଯାଜପୁର କେନ୍ଦୁଝର ରୋଡ୍‌, ୪ଟା ୩୩ରେ ଭଦ୍ରକ, ୬ଟା ୩୫ରେ ଖଡ଼ଗପୁରରେ ଦୁଇ ମିନିଟ୍‌ ଲେଖାଏଁ ଅଟକିବା ପରେ ରାତି ୮ଟା ୩୦ରେ ହାଓଡ଼ାରେ ପହଞ୍ଚିବ।

Related Post

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - July 25, 2022 0
ଭବାନୀପାଟଣା::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାପରେ କୋକସରା ବ୍ଲକ ରେ ଅନୁଷ୍ଠିତ ଜନ ଶୁଣାଣି…

ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ପାଇଁ ବୃକ୍ଷ ଛେଦନ କାର୍ଯ୍ୟ ସମାପନ

Posted by - April 24, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର,ଚାରିଛକ ରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ଠିଡିକାଯୋର ଗ୍ରାମ୍ୟ ଜଙ୍ଗଲ…

୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ହାତରେ ସରକାରୀ ବାବୁ

Posted by - November 12, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସରକାରୀ ବାବୁ ମାନଙ୍କର ଲାଞ୍ଚ ମାଗିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି l ତେବେ ଲାଞ୍ଚ ଦୁର୍ନୀତିଆଙ୍କ ଚେର ଏତେ ଗଭୀର ଯେ ତାର…

ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁଙ୍କ ଅବସର ଗ୍ରହଣ

Posted by - April 4, 2023 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁ ଓଇଇଏସ (୧) ଅବସର ଗ୍ରହଣ କରିଛନ୍ତି। ସେ ଧର୍ମଗଡ…

ବିରଜା ଛାତ୍ରୀ ନିବାସରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା ରେ ଯାଜପୁର ଜ଼ିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ପରିବାର

Posted by - April 3, 2023 0
ଯାଜପୁର:ଯାଜପୁର ରଗଡି ସରକାରୀ ପଲିଟେକନିକ କଲେଜ ବିରଜା ଛାତ୍ରୀ ନିବାସରେ ଛାତ୍ରୀଙ୍କ ମୃତ୍ୟୁ  ଘଟଣା ରେ ଯାଜପୁର ଜ଼ିଲ୍ଲାପ୍ରଶାସନ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ପରିବାର…