Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଝିଆରୀ ଗ୍ରାମରେ ମାଁ ମାଣିକେଶ୍ବରୀ ଯାମି ଯାତ୍ରା ଅନୁଷ୍ଠିତ

138 0

ମୁନିଗୁଡା :(ରମାକାନ୍ତ ପୋଡାଲ)ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଡୁକୁମ ଗ୍ରାମପଞ୍ଚାୟତର ଝିଆରୀ ଗ୍ରାମ ଠାରେ ମାଁ ମାଣିକେଶ୍ବରୀ ଯାମି ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ମାଁ ମାଣିକେଶ୍ବରୀ ଯାମି ଯାତ୍ରା କମିଟି ଝିଆରୀ ସମସ୍ତ ସଦସ୍ଯ ମାନେ ଉପସ୍ଥିତ ରହି ଦୀର୍ଘ ସାତାଦିନ ପଯ୍ୟନ୍ତ ମାଁଙ୍କର ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇ ଅଛି ଆଜି ଶେଷଦିନରେ ମାଁ ମାଣିକେଶ୍ବରୀ ଯାତ୍ର ସମପ୍ତା ହୋଇଛି।

ଏହି ଯାତ୍ରା ଦୀର୍ଘ ବର୍ଷ ଦରି ପୂର୍ବ ପୁରୁଷ ରୁ ଚାଲି ଆସୁଅଛି ଏଣୁ ବହୁ ଦୁରଦୁରୁନ୍ତର ଭକ୍ତ ମାନଙ୍କର ସମାଗମ ଦେଖି ବାକୁ ମିଳୁ ଥାଏ।ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଅଞ୍ଚଳରା ଝିଆରୀ ଗ୍ରାମର ଅବସ୍ଥିତ ମାଁ ମାଣିକେଶ୍ବରୀ ଝମୀ ଯାତ୍ରାରେ ନିଜ ନିଜ ର ମାନସିକ ପୁରଣ କରିଥାନ୍ତୀ ଏଠାରେ ମାଁଙ୍କ ବିଶ୍ବାସ ରଖି ଏହି ଯାତ୍ରା କୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ବିଡି ଦେଖିବା ମିଳିଥାଏ। ମାଁଙ୍କ ପାଟ ଖଣ୍ଡାଧାରୀ ଶ୍ରୀ ପୂଜକ ପାଣ୍ଡବ ଭାଟ୍ଟ ,ଚନ୍ଦ୍ର ଭାଟ୍ଟ,ଏହି ଦୁଇଜଣ ଝାମି ଯାତ୍ରରେ ଅଗ୍ନି ରେ ଚାଲି ଥାନ୍ତି।

ଏହି ମାଣିକେଶ୍ପରୀ ଝାମୀ ଯାତ୍ରରେ ବହୁ ଶ୍ରଦ୍ଧାଳୁ କୁକୁଡା, ଛେଳି ,ପାରା ପଶୁ ପ୍ରାଣୀ ଙ୍କୁ ପୂଜା କରିଥାନ୍ତୀ।ଏହି ଯାତ୍ରା ରେ ବ୍ଯକ୍ତି ବିଶେଷ ମାନେ ସହଯୋଗ କରିଥିଲେ ବାରି ବେଡ୍ରାକ,ଗୋପି ପୁଷିକା,ଅଭି ପୁଷିକା,ସିତିରା ବେଡ୍ରାକ,ବୂଧୀଆ ବେଡ୍ରାକ,ନରି ବେଡ୍ରାକ,ଶ୍ଯାମ ବେଡ୍ରାକ,ପ୍ରସାଦ ସାହୁକାର ଏହି ମାନେ ସହଯୋଗ କରିଥିଲେ ଓ ଉପସ୍ଥିତ ରହିଥିଲେ ପୂର୍ବତନ ସରପଞ୍ଚ କିରଣ ସାରକା, ଝିଗିଡି ପଞ୍ଚାୟତର ସରପଞ୍ଚ ଅଜିତ କୁମାର ସାରକା ଡୁକୁମ ଗ୍ରାମପଞ୍ଚାୟତ ସମିତି ସଭ୍ଯ, ଔଡ ମେମ୍ବର ଏବଂ ସମସ୍ତ ସହଯୋଗ କାରୀ ମାଁଙ୍କ ଯାତ୍ରାରେ ଉପସ୍ଥିତ ରହିଥିଲେ ।

Related Post

ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Posted by - December 5, 2019 996
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।…

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ , ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ

Posted by - July 29, 2022 0
ଧର୍ମଗଡ: ( ହେମନ୍ତ କୁମାର ମାଝୀ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ଭାବେ ସମ୍ବୋଧନ କରିଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ…

ସୁନା ଦୋକାନ ଲୁଟ୍ ଘଟଣା ର ପର୍ଦ୍ଦାଫାଶ , ୪ ଲୁଟେରା ଗିରଫ ୪୫ ହଜାର ଟଙ୍କା ଓ ବନ୍ଧୁକ ସହ ୨ ଗୁଳି ଜବତ

Posted by - August 18, 2022 0
ପାଟଣାଗଡ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର ବହୁ ଚର୍ଚ୍ଚିତ ଲୁଟ୍ ଘଟଣା ର ପର୍ଦ୍ଦାଫାଶ କଲା ପୋଲିସ। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ସହରର…

ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Posted by - August 29, 2022 0
ବୌଦ୍ଧ:୨୯ା୮ : (ଚିତ୍ତରଂଜନସିଂ)ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଳକର ଶଗଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ…