Facebook Notice for EU!
You need to login to view and post FB Comments!
Breaking News
Related Post
ପୁରୀ: ବାତ୍ୟା ଫୋନିରେ ବାଲୁଖଣ୍ଡ ଅଭୟାରଣ୍ୟରେ ନଷ୍ଟ ହୋଇଥିବା ୧୫ ଲକ୍ଷ କ୍ୱିଣ୍ଟାଲ କାଠ ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ପଠାଯିବ ବୋଲି ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ବୈଠକରେ ନିଷ୍ପତ୍ତି
Facebook Notice for EU! You need to login to view and post FB Comments!
ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସହରାଇ ଓରାମଙ୍କର ଆଜି ପରଲୋକ
Facebook Notice for EU! You need to login to view and post FB Comments!
ସମ୍ଭାବ୍ୟ ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା: କହିଲେ- ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା ‘ଅମ୍ପନ’; ୧୯ ତାରିଖ ଅପରାହ୍ନରୁ ରାଜ୍ୟରେ ପବନର ପ୍ରଭାବ ଅନୁଭୂତ ହେବ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ, ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି
Facebook Notice for EU! You need to login to view and post FB Comments!
ବିଜେଡି କୋରାପୁଟ ଜିଲ୍ଲା ଉପସଭାପତି ତ୍ରିପୁରାରି ଗରଡା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।
Facebook Notice for EU! You need to login to view and post FB Comments!
ରାଣ ଖୁଆଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଘରୁ ପଦା କୁ ନ ବାହାରିବା ପାଇଁ ଶପଥ କରିବାକୁ କହିଲେ,
Facebook Notice for EU! You need to login to view and post FB Comments!
ବଡ ଖବର
- ଦୁର୍ଘଟଣାରୁ ଲୋକଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ
- ଜୟପାଟଣାରେ ଅନ୍ୟାନ୍ୟ ପଛୁଆବର୍ଗର ଭାରତ ବନ୍ଦ୍ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ
- ସରକାରୀ ଦେଶୀ ମଦ ଭାଟିରେ ନକଲି ମଦ, ଅବକାରୀ ବିଭାଗର ଚଢ଼ାଉ,ବେଆଇନ ମଦ ଜବତ ଜଣେ ଗିରଫ
- ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡିଶା ପାଇଁ ଟେକ ରଖିଲେ ଯୁଯୋମୁରାର ପ୍ରତିଯୋଗୀ ,ସରକାରୀ ପ୍ରୋତ୍ସାହନ ପାଇଁ ଦାବି
- ସିକ୍ୟୁରୀଟି ଗାର୍ଡ ଙ୍କର ମୃତ୍ୟୁ ନେଇ ଉତ୍କଳ ଆଲୁମିନା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ।
- କେସିଙ୍ଗା ପୋଲିସ ଦ୍ବାରା ୨୪ ପେକେଟ ଗଞ୍ଜେଇ ଜବତ ,ଦୁଇ ଅଟକ
- କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠି, କେବେ ହେବ କାର୍ଯ୍ୟକ୍ଷମ ?
- ସମ୍ବଲପୁର ଜିଲ୍ଲା ପରିଷଦ ର ବୈଠକ
- ଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି।
- ଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।