Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ତୃତୀୟ ପର୍ଯ୍ୟାୟ 5ଟି ସ୍କୁଲ ରୂପାନ୍ତରଣ ଉଦଘାଟନ ଅବସରରେ ଦୁଇଟି ସ୍କୁଲ ଲୋକାର୍ପିତ

74 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମପଞ୍ଚାୟତର ଲିମପଡା ଓ କୁଶକେଲା ଗ୍ରାମର ଦୁଇଟି ଫାଇବ ଟି ସ୍କୁଲର ବୁଧୁବାର ଦିନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

କୁଶକେଲା ପଞ୍ଚାୟତରେ ଦୁଇଟି ଫାଇବ ଟି ସ୍କୁଲ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ,5T ସଚିବ ଓ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ କୁଶକେଲା ଗ୍ରାମପଞ୍ଚାୟତ ବାସି ତଥା ସରପଞ୍ଚ ଶ୍ରୀମତି ପୁଷ୍ପା ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।

କୁସକେଲା ଗ୍ରାମପଞ୍ଚାୟତର ବହୁତ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଲୋକ ମାନେ ମତ ପ୍ରକାଶ କରିଛନ୍ତି। ଏହି ଉଦଘାଟନ ଅବସରରେ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତି ପୁଷ୍ପା ମହାନନ୍ଦ, ସମାଜସେବୀ ପ୍ରକାଶ ମହାନନ୍ଦ, ନାଏବ ସରପଞ୍ଚ ନରେନ୍ଦ୍ର ଗହିର, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ସ୍କୁଲ କମିଟିର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Related Post

ପିକଅପ ଓଲଟି ୧୭ ଗୁରୁତର

Posted by - February 1, 2023 0
ଭବାନୀପାଟଣା:୩୦/୧:( ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକଅପ ଦଳ ଗାଡି ଓଲଟି ୧ ୭ ଜଣ ଯାତ୍ରୀ…

ଭରଷା ପରିବାର ଓ ଭିମସାର ବୁର୍ଲା ରକ୍ତ ଭଣ୍ଡାର ଆନୁକୁଲ୍ୟରେ ପାପି ଠାରେ ସ୍ୱେଛ୍ଛାକୃତ ରକ୍ତଦାନ ଶିବିର

Posted by - January 9, 2022 0
ବରଗଡ/ଅତାବିରା:ସୋନପୁର ଜିଲ୍ଲା ପାପି ଠାରେ ଏକ ସ୍ୱେଛ୍ଛାକୃତ ରକ୍ତ ଦାନ ଶିବିର ଭରଷା ପରିବାର ର ମୁଖ୍ୟ କାର୍ଯ୍ୟକାରି ସଦସ୍ୟ ବିନାୟକ ଦୁଆରିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି…

ଦାଦନ ଚାଲାଣ ବେଳେ ପୋଲିସର ଚଢ଼ଉ , ୩୬ ଦାଦନ ଶ୍ରମିକ ଉଦ୍ଧାର ,ଦାଦନ ସରଦାର ଗିରଫ

Posted by - October 13, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଲାନ୍ଥ ନଦୀ ନିକଟରେ ଦାଦନ ଚାଲାଣ ହେଉଥିବା ସମୟରେ ୩୬ ଜଣ…

ତିନି ବ୍ଲକରେ ହେବ ବୈଷୟିକ ଶିକ୍ଷା ଓ ନିଯୁକ୍ତିଭିତ୍ତିକ ତାଲିମ ଶିବିର

Posted by - March 20, 2023 0
ବୌଦ୍ଧ:୧୯ା୩(ଚିତ୍ତରଞ୍ଜନ ସିଂ)ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ବୌଦ୍ଧ ଜିଲା ପ୍ରଶାସନ ର ମିଳିତ ସହଯୋଗରେ ଜିଲାର ତିନୋଟି ବ୍ଲକ ପରିସରରେ ବ୍ଲକସ୍ତରୀୟ ବୈଷୟିକ ଶିକ୍ଷା…

ଶ୍ରୀ ସତ୍ୟସାଇ ବାବାଙ୍କ ମହାରୁଦ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - April 10, 2023 0
ଯାଜପୁର:ଯାଜପୁର ବ୍ଳକ ଖଇରାବାଦ ଗ୍ରାମରେ ଶ୍ରୀ ସତ୍ୟସାଇ ବାବାଙ୍କ ମହାରୁଦ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।   ମହାରୁଦ୍ରମ କାର୍ଯ୍ୟକ୍ରମରେ ୧୧ଟି ବେଦ ଜ୍ଞାନ ପ୍ରକୋଷ୍ଟ  କରାଯାଇ ପ୍ରତ୍ୟେକ ପ୍ରକୋଷ୍ଠରେ…