Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

Odisha Govt, ADB Sign Agreement For Skill Development

633 0

Bhubaneswar: The Odisha government on Monday signed a loan agreement of $85 million with Asian Development Bank (ADB) to train 1.5 lakh youths in the state, officials said.
With this assistance, youths in the age group of 15-34 years will be given skill development training to make them competent to get better work and higher paying jobs, a government statement said.
The total cost of the project is $193 million with the Odisha government contributing $108 million, it added.

In addition, the Japanese government will provide technical aid for capacity building through the Japan Fund for Poverty Reduction.
The ADB would also provide $2 million as technical assistance for capacity building component of the project.
In the project, the Odisha Skill Development Authority and ITE Education Services, Singapore will cooperate in the establishment and operation of World Skills Centre (WSC) in Bhubaneswar.
Training programmes at WSC have been designed to cater to the requirement of the industry through experiential learning.
The WSC would also act as a hub for all the Spoke ITIs to train the youths, advising on the curriculum development and developing the infrastructure of the ITIs.
The project aims to significantly reduce unemployment and under-employment rates in Odisha by 2025, it said.

Related Post

ଖପ୍ରାଖୋଲ ରେ ୭୭ତମ ସ୍ବାଧିନତା ଦିବସ ପାଳିତ

Posted by - August 16, 2023 0
ଖପ୍ରାଖୋଲ: ୧୬/୮(ତାପସ ରଂଜନ ବେହେର) ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ବିଡ଼ିଓ ବିଜୟ କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଯାଜପୁର ଜିଲାର ୨୫ ଜଣ ଚାଷୀ ରାଜ୍ୟ ବାହାରେ ପ୍ରଶିକ୍ଷଣ ନେଇ ପେଂରିଲେ

Posted by - April 15, 2023 0
ରାଜ୍ୟ ସରକାରଙ୍କ ପଂସଲ ବିବିଧକରଣ ଯୋଜନା ରେ ଯାଜପୁର ଜିଲାର ୨୫ ଜଣ ଚାଷୀ ରାଜ୍ୟ ବାହାରେ ପ୍ରଶିକ୍ଷଣ ନେଇ ପେଂରିଛନ୍ତି ।ଉତର ପ୍ରଦେଶର କାନପୁର ଏବଂ ବନାରସ ଠାରେ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ କିଭଳି ଚାଷ କରାଯାଇପାରିବ ସେ ସଂପର୍କରେ ଜ୍ଞାନ ଆହରଣ କରିଛନ୍ତି ।ଯାଜପୁରରେ ପହଂଚିବା ପରେ ଏହି ଚାଷୀ ମାନଙ୍କୁ ଜିଲା କୃଷି କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ବାହାରେ ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରି କିପରି  ଚାଷୀ ଅଧିକ ଉତ୍ପାଦନ କରି ହେବ ସେ ସଂପର୍କରେ ପ୍ରଶିକ୍ଷଣ ନେଇ ଯାଜପୁର ଜିଲାର ୨୫ ଜଣ ଚାଷୀ ପେଂରିଲେ । ରାଜ୍ୟ ସରକାରଙ୍କ ପଂସଲ ବିବିଧକରଣ ଯୋଜନା ରେଆଦର୍ଶ ଓଡିଶା ଫାଉଣ୍ଡେସନସହଯୋଗରେଯାଜପୁର ଓ ବରୀ ବ୍ଲକର ଏହି ଚାଷୀ ମାନଙ୍କୁ କାନପୁର ଓ ବନାରସ ପଠାଯାଇଥିଲା । ସେଠାରେ ଡାଲୀଜାତୀୟ ଓ ପନିପରିବା ଚାଷ ସଂପର୍କରେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲାIସେଠାରେ ତାଲିମ ଗ୍ରହଣ କରି ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଅଧିକ ଉତ୍ପାଦନ କରିହେବ ବୋଲି ଚାଷୀ ମାନେ କହିଛନ୍ତି ।

ARSS କମ୍ପାନୀ ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଯୁବକଙ୍କ ମୃତ୍ୟୁ

Posted by - October 20, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭  ନମ୍ବର ଜାତୀୟ ରାଜପଥ ହନୁମାନ ମନ୍ଦିର ପାଖରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ଏକ…

ଶାନ୍ତିପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବାର୍ଷିକ ଉତ୍ସବ, ଉତ୍ତମ ଚରିତ୍ର ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ବାନ

Posted by - April 14, 2023 0
ଖପ୍ରାଖୋଲ: ୧୪/୪( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଶାନ୍ତିପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…

ବର୍ଷା ସମାପ୍ତ ହେଲେ ଗ୍ରାମ୍ୟ ପରିମଳ ବ୍ୟବସ୍ଥା କରାଯିବ !

Posted by - July 24, 2023 0
କାଶୀପୁର :(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ବର୍ଷା କାଳରେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ।ଲଗାତାର ୩/୪ ସପ୍ତାହ ଧରି ଲଗାଣ ବର୍ଷାରେ ଅଳିଆ…

Leave a comment

Your email address will not be published.