ଧର୍ମଗଡ଼: ୨୪/୪/୨୩ ହନୁମାନ ଜୟନ୍ତୀ ରେ ସମ୍ବଲପୁର ଠାରେ ହନୁମାନ ଭକ୍ତ ମାନଙ୍କୁ ହିଁସା ଘଟାଇବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପ୍ରତିବାଦରେ ଧର୍ମଗତ ଠାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ମହା ମଇ ରାଷ୍ଟ୍ରପତି ଏହି ଘୋଷଣା କୁ ହସ୍ତ କ୍ଷେପ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ପଣ୍ଡା ଲୋଚନ ସାହୁ ଜଗଵନ୍ଦୁ ନାଏକ ଶ୍ରେଶେନ୍ଦ୍ର ନାଏକ ଅଜିତ୍ କୁମାର ପାତ୍ର ଜନ୍ମେଜୟ ନାଏକ ସୁଧୀର ରଞ୍ଜନ ପାଟଯୋଷୀ ଶିଶିର ମେହେର ମାନସ ଆଚାର୍ଯ୍ୟ ରିନା ଭୋଇ ମନିନ୍ଦ୍ର ଭୁଷଣ ପାତ୍ର ପ୍ରବୀଣ ପଣ୍ଡା ଵିଭୁଦତ୍ତ ପ୍ରଧାନୀ ଜଗଵନ୍ଦୁ ମିଶ୍ର ଘନଶ୍ୟାମ ଅଗ୍ରୱାଲ ରଣଜୀତ ଲାଲ୍ ପଣ୍ଡା ଉତ୍ତମ ମଶ୍ରା ଜଗତ ରାମ ସାହୁ ଏକାଦଶୀ ଗୋପାଳ । ସମେତ ବହୁ ଲୋକ ସାମିଲ ହୋଇଥିଲେ।