ମୁନିଗୁଡା :(ରମାକାନ୍ତ ପୋଡାଲ)ଶଙ୍ଖ ଭବନ ଉଦ୍ଘାଟନୀ ଉଛବ ରେ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାୟକ ମକରନ୍ଦ ମୁଦୁଲି ବିଧାୟକ ରଘୁନାଥ ଗମାଙ୍ଗ ରାୟଗଡା ବିଜେଡ଼ି ସଭାପତି ସୁଧିର ଦାସ ପୂର୍ବତନ ରାଜ୍ୟସଭା N ଭାସ୍କର ରାଓ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଜିଲ୍ଲାର ଜିଲାପରିସଦ ଅଧକ୍ଷ୍ୟା ସରସ୍ବତୀ ମାଝି SDC ଅଧକ୍ଷ୍ୟା ଅନୁସୟା ମାଝି OBC ଉପଦେଷ୍ଟା ପୃଥିବୀରାଜ ସାହୁ ଯୁବ ସଭାପତି ଛାତ୍ର ସଭାପତି ଜିଲ୍ଲାର ଆଦିବାସୀ ଡଙ୍ଗରିଆ ମା ମାନଙ୍କ ହାତ ବୁଣା ଶାଲ ଓ ଲାଞ୍ଜିଆ ସୌରା ଙ୍କ ଇଡ଼ତାଲ ଚିତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦେଇଥିଲେ
