Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ.,ଧର୍ମଗଡ ବ୍ଲକ ରେ ଅକ୍ଷୟ ତୃତୀୟା

53 0

ଧର୍ମଗଡ଼ :୨୩/୪ (ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା କୃଷି ଦିବସ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ ବ୍ଲକ କୃଷକ ପରାମର୍ଶ କମିଟି (ଆତ୍ମା) ର ଅଧ୍ୟକ୍ଷ ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ସମ୍ମାନିତ ଅତିଥିଭାବେ କୁସୁମଖୁଣ୍ଟି ଏସ,ଡି,ଓ ଭାଗିରଥି ପଣ୍ଡା,ପୂର୍ବତନ ସରପଞ୍ଚ ଡ଼ୁମେରଗୁଡା,ଶ୍ରୀ ସୁରେଶ ଭଇଁସାଲ,ଶ୍ରୀ ଦୟାନିଧି ମାଝୀ,ଶ୍ରୀ ଚିତ୍ତରଞ୍ଜନ ବେହେରା, ମନୋଜ ପଟ୍ଟଯୋଷୀ ଧର୍ମଗଡ ବ୍ଲକ ର ସମସ୍ତ ଭି.ଏ.ଡବ୍ଲୁ ଓ ସମସ୍ତ କୃଷକ ସାଥି ସହିତ କେରମୁଣ୍ଡା ଗ୍ରାମର ଅନେକ କୃଷକ ମାନେ ଯୋଗଦେଇଥିଲେ l

ଅତିଥିମାନେ ମଞ୍ଚାସିନ ହୋଇ ଚାଷୀ ମାନଙ୍କୁ ଚାଷ ପ୍ରଣାଳୀ ବିଷୟରେ ବୁଝାଇଥିଲେ l ଧର୍ମଗଡ ଅଞ୍ଚଳ ର ଅନେକ ଚାଷୀ ଅଛନ୍ତି ସେମାନେ କିଛି ବି ସରକାରୀ ବ୍ୟବସ୍ଥା ପାଇ ପାରିନାହାନ୍ତି ସେମାନେ ସରକାରୀ ସୁବିଧା ସୁଯୋଗ ହାସଲ କରିବା ପାଇଁ ଯତ୍ନ ବାନ ହେବା ଆବଶ୍ୟକ ବୋଲି କହିଥିଲେ l

ଏହି ଅଞ୍ଚଳରେ,ଧାନ ଚାଷ, କରଲା,ଟମାଟୋ,ବାଇଗଣ,କୋବି, ଭେଣ୍ଡି ଆହୁରି ଅନେକ ଚାଷ ଅଛି l ଚାଷୀମାନେ ଚାଷ କରୁଛନ୍ତି ହେଲେ କାରଣ ସେମାନେ ସୁବିଧା ପାଇ ପାରୁନାହାନ୍ତି l ପୁଣି କୃଷି ବିଭାଗ ର ଅଧିକାରୀ ମାନେ ଆଗମିଦିନରେ ସବୁକିଛି ସୁବିଧା ପାଇ ପାରିବେ ବୋଲି ମତ ରଖିଥିଲେ l

 

Related Post

ହିମାଚଳ ପ୍ରଦେଶ ଗଲୱାନ ଘାଟୀରେ ସହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

Posted by - June 22, 2020 0
ଯାଜପୁର: ତା୧୯/୬(ଆନନ୍ଦ ଚନ୍ଦ୍ର ସାହୁ ) ଭାରତ-ଚୀନ ସୀମାନ୍ତ ହିମାଚଳ ପ୍ରଦେଶର ଗଲୱାନ ଘାଟୀରେ ଗତ ୧୫ ତାରିଖ ରାତ୍ରିରେ ରକ୍ତାକ୍ତ ସଂଘର୍ଷ ଘଟିଯାଇ ଯେଉଁ ମର୍ମନ୍ତୁଦ…

କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ବରୀ ଯାତ୍ରା

Posted by - October 19, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୈଜ୍ଞାନିକ ଯୁଗରେ ମଧ୍ୟ ପଶୁବଳୀ କୁ ବିଶ୍ୱାସ କରୁଛି ମାନବ ସମାଜ! ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଓ…

ମୁଖ୍ୟ ଚିକିତ୍ସାଳୟ ପରିସରର ଏମ ସି ଏଚ ବିଲ୍ଡିଂ ନିକଟରୁ ଏକ ଭ୍ରୁଣ ଉଦ୍ଧାର

Posted by - December 17, 2022 0
ଯାଜପୁର :ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର ଏମ ସି ଏଚ ବିଲ୍ଡିଂ ନିକଟରୁ ଏକ ଭ୍ରୁଣ ଉଦ୍ଧାର ହୋଇଛି। ଭ୍ରୁଣ ଟି ଏକ କପଡା ରେ…

ସୂର୍ଯ୍ୟ ଉପାସନାର ଲୋକପର୍ବ ‘ଛଠ୍’ ନିଷ୍ଠାର ସହ ପାଳିତ ବଡ଼ବିଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

Posted by - November 2, 2019 0
ବଡ଼ବିଲ : ୦୨.୧୧.୨୦୧୯,ଉତ୍ତର ଭାରତରେ ପାଳନ କରାଯାଉଥିବା ପର୍ବ ଗୁଡ଼ିକ ମଧ୍ୟରୁ ‘ଛଠ୍’ ପର୍ବ ଅନ୍ୟତମ । ସୂର୍ଯ୍ୟ ଉପାସନାର ଲୋକପର୍ବ ହେଉଛି ‘ଛଠ୍’ । କାର୍ତିକ…

ଯାଜପୁର ପଂଚମ ଜିଲାପରିଷଦର ଅଷ୍ଟମ ସାଧାରଣ ବୈଠକ

Posted by - December 28, 2019 51
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପଂଚମ ଜିଲାପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲାପରିଷଦ ଅଧ୍ୟକ୍ଷ ନରେଶ…