Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ

93 0

ଯାଜପୁର:ଯାଜପୁର ବ୍ଲକ ସୁଜନପୁର ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କରାଯାଇଛି। ଏଥିରେ ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସଯାଜପୁର ବିଡ଼ିଓ ସୌରଭ ଚକ୍ରବର୍ତ୍ତୀ ,ସ୍ଥାନୀୟ ଜିଲାପରିଷଦ ସଦସ୍ୟ ଗଣେଶ ମହାକୁଡ଼ ଉପସ୍ଥିତ ରହି ଅନୁକୂଳ କରିଥିଲେ। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

 

Related Post

ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

Posted by - November 5, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଚଇନିପୁର ସ୍ଥିତ ସୁଦର୍ଶନ ପାଢ଼ୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି ।…

ଯାଜପୁର ଅଙ୍ଗାଳ ଧୋୟା ଅଞ୍ଚଳର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ପରିଷଦ ସାମେଶ୍ୱର ପୀଠକୁ ନେଇ ବିବାଦ

Posted by - March 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଅଙ୍ଗାଳ ଧୋୟା ଅଞ୍ଚଳର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ପରିଷଦ ସାମେଶ୍ୱର ପୀଠକୁ ନେଇ ବିବାଦ ଦେଖାଦେଇଛି । ଏହି ପୀଠର…

ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ 

Posted by - September 1, 2020 0
ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲା  ଦଶରଥପୁର ବ୍ଲକରେ 2ଟି ସ୍ଥାନରେ ଘାଇ ସୃଷ୍ଟି ହେବା ପରେ ବ୍ଲକର ଅଧିକାଂଶ ଅଂଚଳ ବନ୍ୟାରେ ପ୍ରବାବିତ ହୋଇଛନ୍ତି ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବିଭିନ୍ନବନ୍ୟା ଅଂଚଳ ବୁଲିଦେଖିବା ସହ ରଲିଫ ମଧ୍ୟ ବଣ୍ଟନ କରାଯାଇଥିଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିବା ଦତ୍ତପୁର, ନାରଣପୁର ଏବଂ ଅର୍ଦ୍ଦାଉଳିଆ ଆଦି ଗାଁରେ ପହଂଚି ବନ୍ୟା ପିଡିତମାନଙ୍କୁ ମୁଡି, ବିସ୍କୁଟ, ପାଣି, ମହମ, ଦିଆସିଲ ଆଦି ପ୍ରଦାନ କରାଯାଇଥିଲା କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ, ବିଂଝାରପୁର ନିର୍ବାଚନ ମଣ୍ଡଳୀ ନେତା ମନୋରଂଜନ ଦାସ, ଉପସଭାପତି ବିଷ୍ଣୁ ଚରଣ ରାଉତ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ  ବନ୍ୟା ଅଂଚଳ ବୁଲି ଲୋକଙ୍କୁ ପଚାରିବୂଝିବା ପରେ ସରକାରଙ୍କ ବନ୍ୟା ମୁକାବିଲା ଫେଲ ମାରିଥିବା ଅଭିଯୋଗ କରିଛନ୍ତି ୩ ଦିନ ହେଲା ବନ୍ୟାରେ ଲୋକେ ଉପବାସରେ ଦିନ କାଟୁଥିବା, ଅନ୍ଧାରରେ ରାତି ବିତାଇବା, ମେଡିସିନ, ପାଣି, ରହୁଥିବା ସ୍ଥାନରେ ପାଲ ଆଦି ଯୋଗାଯାଇପାରିନଥିବା ଅଭିଯୋଗ ଆଣିଛନ୍ତି  ଏହାଛଡା ଦଶରଥପୁର ବ୍ଲକରେ ବୈତରଣୀ ଓ କାଣୀନଦୀରେ ୫ ବର୍ଷ ମଧ୍ୟରେ ୧୦୦ କୋଟିର ବନ୍ଧ ସୁଦୃଢିକରଣ ଓ ମରାମତି କରାଯାଇଥିଲେ ମଧ୍ୟ ୬ ବର୍ଷ ମଧ୍ୟରେ ୫ଥର କଣ୍ଟପଡାରେ ଘାଇ ଏବଂ ନୂଆଶାସନ ଓ ଦତ୍ତପୁରରେ ଚଳିତ ଥର ଘାଇ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରାଯାଇଛି ।

ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାଅର୍ଣିଂ ଜାରି

Posted by - April 19, 2022 0
କଳାହାଣ୍ଡି :(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭୁବନେଶ୍ୱର:- ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା।ଅସହ୍ୟ ତାତିରେ ଜଳୁଛି…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ପହଞ୍ଚିଲା ତାଳଧ୍ବଜ ଓ ଦର୍ପଦଳନ ଓ ନନ୍ଦିଘୋଷ ରଥ

Posted by - July 1, 2022 0
ପୁରୀ (ବ୍ୟୁରୋ): ଶରଧାବାଲିରେ ଲାଗିଲା ଶ୍ରୀଜୀଉଙ୍କ ୩ ରଥ। ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ୩ ରଥ ପହଞ୍ଚିଛି। ତାଳଧ୍ବଜ ଓ ଦର୍ପଦଳନ…