ଶ୍ରି ଜଗନ୍ନାଥ ଧାମରୁ ମା ଭୈରବି ଙ୍କ ପୀଠ କୁ ଆସିଲା ଆଜ୍ଞାମାଳ ଓ ମହା ପ୍ରସାଦ

90 0

ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ଅଜି ମା ଭୈରଵୀ ଙ୍କ ରତ୍ନମୁଦ ଉତ୍ସବ ଉପଲକ୍ଷେ ପୁରି ଜଗନ୍ନାଥ ଧାମ ରୁ ମହାପ୍ରଭୂ ଶ୍ରି ଜଗନ୍ନାଥ ଙ୍କ ଆଜ୍ଞାମାଳ ଓ ମହା ପ୍ରସଦ ଧରି ମା ଭୈରବି ଙ୍କ ଆଜିବନ ସଦଶ୍ୟ ଶ୍ରି ଦିପ୍ତି ପ୍ରକାଶ ସାହୁ ଙ୍କ ନେତ୍ରୁତ୍ଵ ରେ, ଶ୍ରି ସରତ କୁମାର ନଏକ ଏବଂ ଶ୍ରି ଶ୍ରବଣ କୁମାର ଆପଟ ମା ଭୈରବି ପିଠ ଅଭିମୁଖେ ବାହାରିଛନ୍ତି ଏକ ତିନିଜଣିଆ ପ୍ରତିନିଧି ଦଳ ଜାହା ଆଜି ରାତ୍ର ସମୟ ରେ ମା ଭୈରଵୀ ଙ୍କ ପୀଠ ରେ ପହଞ୍ଛିବାର ଅଛି l

Related Post

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ବୈଷୟିକ କମିଟି ର ବୈଠକ , ଜୈବିକ ସାର ପ୍ରସ୍ତୁତି ପାଇଁ ୫ ଟି ଦଳକୁ ଚେକ ପ୍ରଦାନ

Posted by - November 20, 2022 0
ଖପ୍ରାଖୋଲ: ୨୦/୧୧ ( ତାପସ ରଞ୍ଜନ ବେହେରା ) ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ କୃଷି ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ବୈଷୟିକ କମିଟି ର ବୈଠକ…

ସରକାରୀ ଜମିକୁ ନେଇ ଦୁଇଗୋଷ୍ଟି ମଧ୍ୟରେ ସଂଘର୍ଷ

Posted by - August 26, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ mv 93 ରେ  ଆଦିବାସୀ ଓ ବଙ୍ଗାଳି ଙ୍କ ମଧରେ ରକ୍ତତ୍ୱ ସଂଘର୍ଷ ହୋଇଛି.  ଖବର ପାଇ ମାଲକାନଗିରି…

ସିନ୍ଧେକେଲା ଠାରେ ସେବାସମବାୟୁ ସମିତିଲିଃ ପକ୍ଷରୁ ଋଣ ଆଦାୟ ମେଳା ଆୟୋଜିତ

Posted by - May 26, 2022 0
ବଙ୍ଗୋମୁଣ୍ଡା :- ତା୨୬/୫ (:ଅଭିମନ୍ତୁ ବହିଦାର )ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସମବାୟ ସମିତି ଲିଃ ଆନୁକୂଲ୍ୟରେ ଆଜି ଗୁରୁବାର ଦିନ ଚାଷୀ ମାନକୁ ଦିଆଯାଇଥିବା…

ଗୋବିନ୍ଦ ବାଟିକା ଠାରେ୧୭ ତାରିଖରୁ ଭାଗବତ ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ କଥା ଏବଂ ମଙ୍ଗଳା ଚରଣ

Posted by - December 18, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରବାସୀଙ୍କ ନିମନ୍ତେ ଶିବ ପ୍ରସାଦ ଏଣ୍ଡ ସନସ ଦ୍ଵାରା ସାତ ଦିନ ବ୍ୟାପି ପ୍ରତି ଦିନ ଅପରାହ୍ନ ତିନିଟା ରୁ ସନ୍ଧ୍ୟା ସାତଟା…

ସଇଁତଲାରେ ପ୍ରଥମ ପଞ୍ଚାୟତ ସମିତି  ବୈଠକ , ପାନୀୟ ଜଳଯୋଗାଣ , କୃଷି ଓ ସ୍ୱାସ୍ଥ୍ୟ  ଉପରେ  ଉଦବେଗ 

Posted by - May 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ପରିସରର ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ମୋନିକା…