ଟିଟିଲାଗଡ ଲାୟନ୍ସ କ୍ଳବର ମହିଳା ସଦସ୍ୟଙ୍କ ଦ୍ୱାରା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ବଣ୍ଟନ

136 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଲାୟନ୍ସ କ୍ଲବ ବର୍ଷ ତମାମ କିଛି ନା କିଛି ସେବା କାର୍ଯ୍ୟ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଶନିବାର ଦିନ ସକାଳୁ ଟିଟିଲାଗଡ ଲାୟନ୍ସ୍ କ୍ଲବର ମହିଳା ସଦସ୍ୟ।ଙ୍କ ଦ୍ବାରା ଖରା ଦାଉରୁ ରକ୍ଷା ପାଇବା ପାଇଁ ଥାନା ସମ୍ମୁଖରେ ବିକୁଥିବା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା।

ଏହି ସେବା କାର୍ଯ୍ୟ ପାଇଁ ମହିଳା ସଦସ୍ୟ ଶ୍ରୀମତି ବିନ୍ଦୁ ସାହୁ, ଶ୍ରୀମତି ଲଳିତା ଲାଠ ଏବଂ ଶ୍ରୀମତି ମମତା ଦେବି ଜୈନଙ୍କ ସହ କ୍ଲବର୍ ସର୍ଭିସ ଚେୟାର ପର୍ସନ ଶ୍ରୀ ସଞ୍ଜୟ କୁମାର ନାୟକ ଉପସ୍ଥିତ ଥିଲେ।

ଖରାରେ ବସି ଏମାନେ ପ୍ରତିଦିନ ପନିପରିବା ବିକ୍ରି କରିଥାନ୍ତି, ଏହାକୁ ହୃଦୟଙ୍ଗମ କରି ଲାୟଂସ କ୍ଳବର ମହିଳା ସଦସ୍ୟ ମାନେ ଏହି ସେବା କାର୍ଯ୍ୟ ପାଇଁ ଆଗେଇ ଆସିଥିବା ସହ ସରକାରଙ୍କ ନିୟମ ମୁତାବକ ଖରାରେ ପଦାକୁ ବାହାରିଲେ ଛତା, ମୁଣ୍ଡରେ ଗାମୁଛା, ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଲୋକଙ୍କୁ ସଚେତନ କରାଇଥିଲେ।

Related Post

ଆଁ ରାଇଗୋଡାର ଦୁଃଖ ନସରୁଣୁ ପୁଣି ଦୁଇ ଗ୍ରାମବାସୀଙ୍କୁ ବିସ୍ଥାପନର ଭୟ

Posted by - December 5, 2019 0
ଅନଗୁଳ ବନ୍ତଳା:(ମହେଶ ଭୋମରାଜ)ସାରା ରାଜ୍ୟରେ ଗତ ବର୍ଷ ଡିସେମ୍ବର ମାସରେ ଚଳଚଞ୍ଚଳ ହୋଇଉଠି ଥିଲା ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ । ଅଭୟାରଣ୍ୟ ସୃଷ୍ଟି କରିବା ପାଇଁ…

ମନେ ପଡୁଛି ସିନ୍ଧେକେଲା ମୁକ୍ତ ଆକାଶ ବିରାଟ ଧନୁଯାତ୍ରା କରୋନା ଛଡେଇ ନେଇଛି ଲୋକଙ୍କ ଉତ୍ସବ

Posted by - December 4, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡ ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଆୟୋଜନ ହୋଉଥିଲା ପରିଚଳାନା କମିଟି ପକ୍ଷରୁ ମୁକ୍ତ ଆକାଶ ବିରାଟ…

ବିଦେଶୀ ପକ୍ଷୀ ଙ୍କ କଳରବ ରେ ମୁଖରିତ ସାତୋକୋଶିଆ ଗଣ୍ଡ

Posted by - December 8, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ)ଅଧିକ ଶୀତ ଖାଦ୍ୟ ଭାବ ରୁ ନିଜକୁ ରକ୍ଷା କରିବା ପାଈଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି ।ହଜାର ହଜାର କିଲୋମିଟର ପଥ ଅତିକ୍ରମ…

ତ୍ୱରାନ୍ୱିତ ବିକାଶପାଇଁ ପୁନର୍ଗଠିତ ହେଉ।ହରଭଙ୍ଗା ବ୍ଲକ,ସୁରକ୍ଷିତ ହେଉ ମହାନଦୀ ତଟ

Posted by - August 4, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ଅତୀତରେ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଓ ବିକାସମୁଖୀ ବ୍ଲକ ଥିଲା ହରଭଙ୍ଗା।ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା।ମହାନଦୀ ତଟରେ ଅବସ୍ତିତ ଏହି ବ୍ଲକ ଡଙ୍ଗାରେ…

ଗଡଜାତ ମହୋତ୍ସବ ର ତୃତୀୟ ସନ୍ଦ୍ୟା,ସୁସ୍ଥ ସମାଜ ଗଠନ ରେ ନିଜର ଉତ୍ସର୍ଗ ପ୍ରେରଣା ହେବା ଉଚିତ୍”

Posted by - December 18, 2021 0
ବୌଦ୍ଧ:( ଚିତ୍ତ ରଂଜନ ସିଂ)ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମାଜକୁ ଶୃଙ୍ଖଳିତ ଓ…