Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ରାସ୍ତା ପାଇଁ ରାସ୍ତା ରୋକ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

94 0

ଧର୍ମଗଡ଼:୨୦/୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଵାଵେଗୁଡା ଠାରୁ ଗଣ୍ଡାମେର ପର୍ଯ୍ୟନ୍ତ ଦୁଇ କିମି ରାସ୍ତା ନିର୍ମାଣ ପାଇଁ ଗଣ୍ଡାମେର ପଞ୍ଚାୟତ ପକ୍ଷରୁ ଲିମସେର ଛକ ବିଜୁ ଏକ୍ସପ୍ରେସୱେ ରାସ୍ତା ଉପରେ ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ବାଵେଗୁଡା ଠାରୁ ଗଣ୍ଡାମେର ରାସ୍ତା ଅଧିକାଂଶ ବ୍ଲକ ଅଧିନରେ ରହିଛି। ଗ୍ରାମ ବାସୀ ପକ୍ଷରୁ ଦୀର୍ଘ ବର୍ଷ ଧରୀ ରାସ୍ତା ମରାମତି ପାଇଁ ଗୋଲାମୁଣ୍ଡା ବି ଡି ଓ ଗ୍ରାମ ନିର୍ମାଣ ବିଭାଗ ର ଯନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସୁଦ୍ଧା କୈାଣସି ସୁଫଳ ମିଳିନଥିଲା

ଶୋଷରେ ଗଣ୍ଡାମେର ପଞ୍ଚାୟତ ର ବହୁ ଗ୍ରାମ ବାସୀ ଓ ମହିଳା ନିଜର ଛୂଆ ପିଲା କୁ ଧରି ବିଜୁ ଏକ୍ସପ୍ରେସୱେ ଉପରେ ରାସ୍ତା ରୋକ ଆନ୍ଦୋଳନ କରିଥିଲେ ଫଳରେ ଉକ୍ତ ରାସ୍ତା ରେ ଯାନବାହାନ ଚଳାଚଳ ବାଧାପ୍ରା ହୋଇଥିଲା ଖବର ପାଇ ଗୋଲାମୁଣ୍ଡା ଆଇ ଆଇ ସି ରମଣୀ ରଞ୍ଜନ ଦଲାଇ ଆସି ବୁଝା ସୁଝା କରି ଥିଲେ ମଧ୍ୟ ରାସ୍ତା ଆନ୍ଦୋଳନ ହଟିଥିଲା। ଏହା ପରେ ବି ଡି ଓ ଶ୍ରୀଧର ପଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକ ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ଦୁଇ ମାସ ମଧ୍ୟରେ ରାସ୍ତା ହେବ ବୋଲି କହିଥିଲେ।

ପରେ ଧାରଣା ରୁ ଆନ୍ଦୋଳନ କାରି ମାନେ ଓହରି ଥିଲେ। ଏହି ଆନ୍ଦୋଳନ ରେ ଗଣ୍ଡାମେର ସରପଞ୍ଚ ହେମଲତା ନାଏକ ଙ୍କ ପ୍ରତିନିଧି ବୃନ୍ଦାବନ ନାଏକ କୃଷ୍ଣ ପ୍ରିୟା ବାଗ ରୋହିତ ସାଗର ମୋହନ ଚରଣ କେତକୀ ଉମା ନାଏକ ବୀର କିଶୋର ନାଏକ କୈଳାସ ସାଗର ଓ ଦେଵ ସାଗର ପ୍ରମୁଖ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଯୁବ ସଭାପତି ସାଉଳ ମଗ୍ରାଜ ଅନିଳ କୁମାର ମଳ୍ଳିକ ଜଗନ୍ନାଥ ସତନାମୀ ପୂର୍ଣ୍ଣ ଚନ୍ଦ୍ର ସେଠିଆ ଆନ୍ଦୋଳନ କାରୀ ଙ୍କୁ ନୈତିକ ସମର୍ଥନ ଦେଇ ଆନ୍ଦୋଳନ ରେ ସାମିଲ ହୋଇଥିଲେ।

Related Post

କଣ୍ଟାମାଳରେ ବିଜୁବାବୁ ଙ୍କ ୨୬ତମ ପୁଣ୍ୟ ତିରୋଧାନ ଦିବସ ପାଳିତ, ବିଜେଡ଼ିର ରକ୍ତଦାନ ଶିବିର, ୩୭ୟୁନିଟ୍ ସଂଗୃହିତ

Posted by - April 18, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ପୁଣ୍ୟ ଶ୍ରାଦ୍ଧ ଦିବସ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ଠାରେ ପାଳିତ…

ମଣ୍ଡି ଖୋଲିବା ଦାଵୀ ରେ ରାସ୍ତାରୋକ

Posted by - December 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତ କୃଷକ ସଂଘ ପକ୍ଷରୁ 12 ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ । ମନମୁଣ୍ଡା କଣ୍ଟାମାଳ 41 ନଂ…

କଳାହାଣ୍ଡି ଜିଲ୍ଲାରେ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଭାବ! ୧୧ଟି ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଙ୍କ ଦାୟିତ୍ବ ରେ, ଦରମା ପାଇ ନାହାନ୍ତି ଶିକ୍ଷକ!

Posted by - April 20, 2023 0
ଜୟପାଟଣା:(ଅର୍ଜୁନ ପଟ୍ଟନାୟକ) ସରକାର ଶିକ୍ଷାର ବିକାଶ ପାଇଁ ” ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରା ଦେଇ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ କାର୍ଯ୍ୟକ୍ଷେତ୍ରରେ…

ହରଭଙ୍ଗା ବ୍ଲକ ରେ ଫେଲ ମାରିଲା ପଥପ୍ରାନ୍ତ ବନି କରଣ ଯୋଜନା

Posted by - May 11, 2023 0
ହରଭଙ୍ଗା:୧୦ /୦୫ (ଚିତ୍ତରଞ୍ଜନ ସିଂହ)”ସବୁଜ ସୁନ୍ଦର ବୌଦ୍ଧ ଆମର “ଏହି ଉକ୍ତି ଟି କେବଳ ଲୋକ କଥା ଓ କାନ୍ଥ ବlଡରେ ସୀମିତ.ବୌଦ୍ଧ ଜିଲ୍ଲା ବୌଦ୍ଧ ବନାଞ୍ଚଳ…

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ବିକାଶ ସେନା ତରଫରୁ ସ୍ୱାଭିମାନ ରେଲି ଅନୁଷ୍ଠିତ

Posted by - November 22, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦୀର୍ଘ ୩୦ ବର୍ଷର ଦାବି ହେଉଛି ଟିଟିଲାଗଡ ସହରକୁ ଜିଲ୍ଲା କରାଯାଉ, କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଡିସେମ୍ବର ୨୦୨୩ ସୁଦ୍ଧା ଜିଲ୍ଲା…