Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ

56 0

ମୁନିଗୁଡା :(ରମାକାନ୍ତ ପୋଡାଲ )ସମ୍ବଲପୁର ହିଂସା ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶ୍ବହିନ୍ଦୁ ପରିଷଦ ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡ ଜିଲ୍ଲାରେ ମଧ୍ୟ ଏହି ବନ୍ଦ ଡାକରା ସଫଳ ହୋଇଛି।

ଜିଲ୍ଲାର ବିଭିନ୍ନ ଖଣ୍ଡ, ପ୍ରଖଣ୍ଡ ମାନଙ୍କରେ ବଜରଙ୍ଗ ଦଳ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ମାନେ ସହର ରାସ୍ତା ଦେଇ ଯାଉଥିବା ଜାନ ବାହାନ କୁ ଅଟକାଇବା ସହ ଦୋକାନ ବଜାର ବନ୍ଦ ସାଙ୍ଗକୁ ସରକାରୀ ଓ ବେସରକାରୀ ସଂସ୍ଥା ମାନ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ କରିଥଲେ।

ତେବେ ଯାତ୍ରୀବାହୀ ଯାନ ବନ୍ଦ ଯୋଗୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମାଲବାହୀ ଟ୍ରକ ଗୁଡ଼ିକ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା

Related Post

ବ୍ରଜରାଜନଗର ଉପ ନିର୍ବାଚନ, ତିନି ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ, କଡ଼ା ହେବ ମୁକାବିଲା

Posted by - May 13, 2022 0
ଭୁବନେଶ୍ବର(ବ୍ୟୁରେ।): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି ।  ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପି ମଧ୍ୟରେ ମୂଖ୍ୟତ…

କୋରୋନା ଅପଡେଟ (୧୬ମଇ ଘ୧୬.୪୯ମି)

Posted by - May 16, 2020 781
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି ।…

ଖୋଜାଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ, ସାବଧାନ!! ଜାଣନ୍ତୁ କଣ ସତ୍ୟ

Posted by - September 14, 2020 0
ଭୁବନେଶ୍ବର:ଆଜିକାଲି ମିଥ୍ୟା ଖବର ପାଇଁ ସୋସିଆଲ ମିଡିଆ ଏକ ହବରେ ପରିଣତ ହୋଇଛି | whatsaap ଭଳି ଚାଟିଂ ଆପ୍ ଉପରେ ଅନେକ ଗୁଜବ ଏବଂ କଳ୍ପନାଜଳ୍ପନା…

ଦୁର୍ନତୀଗ୍ରସ୍ତ କର୍ମଚାରୀଙ୍କ ଭୂସ୍ୱର୍ଗ ପଲଟିଛି କଳାହାଣ୍ଡି ବନ ବିଭାଗ,୧୩ କୋଟି ଟଙ୍କାର କେଳେଙ୍କାରୀ ନେଇ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ।

Posted by - January 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବ୍ୟାପକ ଯୋଜନା ଓ ଅନୁଦାନ ପ୍ରଦାନ କରାଯାଉଥିବା ବେଳେ କିଛି ଅସାଧୁ କର୍ମଚାରୀ ମାନଙ୍କ…

କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ଓ ଅନ୍ୟ ୭ ଦଫା ଦାବୀ କୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ 

Posted by - September 28, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ଓ ଅନ୍ୟ ୭ ଦଫା ଦାବୀ କୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ  I ଜିଲ୍ଲାର…