ବିଂଝାରପୁର ବ୍ଲକ ସୟଦପୁର ପଞ୍ଚାୟତ ପକ୍ଷରୁ ଫାଜିଲା ମହଲ୍ଲା ମସଜିଦ୍ ପ୍ରାଙ୍ଗଣରେ ଇଫତାର ପାର୍ଟି

93 0

ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସୟଦପୁର ପଞ୍ଚାୟତ ପକ୍ଷରୁ ଫାଜିଲା ମହଲ୍ଲା ମସଜିଦ୍ ପ୍ରାଙ୍ଗଣରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ସୟଦପୁର ପଞ୍ଚାୟତର ସରପଞ୍ଚ ସେକ ମହମ୍ମଦ ସବିରଙ୍କ ନେତୃତ୍ଵରେ ଅନୁଷ୍ଠିତ ଇଫତାର ପାର୍ଟିରେ ଇଂ ଲାୟକ ଅଲି ଖାନ ସଭାପତିତ୍ଵ କରିଥିଲେ।

ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ଯୋଗଦେଇ ପବିତ୍ର ଇଫତାର ପାର୍ଟି ସଂପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସଉପାଧ୍ୟକ୍ଷ ସେକ୍ ଇର୍ସାଦଜିଲ୍ଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତିଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ପବିତ୍ର ରମଜାନ ମାସ ସମ୍ପର୍କରେ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ।

Related Post

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ର ଆଞ୍ଚଳିକ ସ୍ତରୀୟ ସାଂଗଠାନିକ ସମ୍ମିଳନୀ:କୁଚିଣ୍ଡା ଜିଲ୍ଲା ଦାବି କୁ ସମର୍ଥନ

Posted by - November 19, 2022 0
ସମ୍ବଲପୁର:୧୮/୧୧ (ରମାକାନ୍ତ ବିଶ୍ବାଳ) କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ର ସମ୍ବଲପୁର,ଝାରସୁଗୁଡ଼ା,ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲାର ସାଂଗଠାନିକ ସମ୍ମିଳନୀ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ…

ୟୁଥ୍ ଚେଞ୍ଜ୍ ମେକର ଆୱାର୍ଡ ପାଇଲେ ଯୁବ ଦାକ୍ତର ଲୋକନାଥ ସାହୁ

Posted by - September 28, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଚଳିତ ବର୍ଷ ଓଡ଼ିଶାର ଜଣେ ମାତ୍ର ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ଡାକ୍ତର ଭାବେ ଲୋକନାଥ ସାହୁ ଙ୍କୁ…

କାର୍ଯ୍ୟ ବନ୍ଦ କଲେ ଓଡିଶା ସ୍ୱାସ୍ଥ୍ୟ ମିଶନ ଅଧିନରେ କାର‌୍ୟ୍ୟରତ କର୍ମଚାରୀ ।

Posted by - February 5, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ରାଜ୍ୟରେ କାର୍ଯ୍ୟ ବନ୍ଦ କଲେ ଓଡିଶା ସ୍ୱାସ୍ଥ୍ୟ ମିଶନ ଅଧିନରେ କାର‌୍ୟ୍ୟରତ କର୍ମଚାରୀ । ସାରା ରାଜ୍ୟରେ କୋରୋନା ଟିକାକରଣ…

ଜୁଲାଇ ୨ ତାରିଖ ରୁ କୋଭିଡ଼ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେସନ: ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Posted by - June 29, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ବିଧାନସଭା ଅଧିଵେସନ ଜୁଲାଇ ୨ ତାରିଖ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ମୋଟ ୨୪ ଟି କାର୍ଯ୍ୟ…

ମାଓ ଗୁଳିମାଡରେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ

Posted by - April 18, 2019 0
କନ୍ଧମାଳ : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବଡ଼ ଧରଣର ଲାଲ୍ ହିଂସା। କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଛାପଡ଼ାରେ ପୋଲିଂ କର୍ମଚାରୀଙ୍କୁ…