Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଉନ୍ନୟନ ସଚିବ ଅନୁଗର୍ଗ ଓ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଟିଟିଲାଗଡର ବିଭିନ୍ନ ପ୍ରକଳ୍ପର ତଦାରଖ

77 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ ଉନ୍ନୟନ ସଚିବ ଅନୁଗର୍ଗଙ୍କ ସହ ବୈଷୟିକ ଟିମ ଏବଂ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ବୁଧୁବାର ସକାଳ ୧୦ ଟା ସମୟରେ ଟିଟିଲାଗଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ।

ପ୍ରଥମେ ପିପଲ୍ ପଦର ଠାରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଭିତର ଏବଂ ନିର୍ମିତ ହେଉଥିବା ନିର୍ମାଣ କାମ ବୁଲି ଦେଖିବା ପରେ ନିକଟରେ ଥିବା ଆଦର୍ଶ ଟି ଏଚ ଆର ୟୁନିଟକୁ ଯାଇ ମଧ୍ୟ ଛତୁଆ କିପରି ପ୍ରସ୍ତୁତ ହେଉଥିଲା ତାହା ମଧ୍ୟ ଭିତରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ତାପରେ ସେଠାରୁ ବନ୍ଦ ପଡିଥିବା ଦେଶିଲ ଚାହାରଭଟା ଶୀତଳ ଭଣ୍ଡାର ବୁଲି ଦେଖିବା ସହ ଅତି ଶୀଘ୍ର କାର୍ଯ୍ୟକ୍ଷମ କିପରି କରାଯିବ ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ,ଭାରପ୍ରାପ୍ତ ସିଡିଏମଓ ଡ କୁବେର ଚନ୍ଦ୍ର ମହନ୍ତ, ଟିଟିଲାଗଡ ଏସଡିଏମଓ ପି କେ ନାଏକ, ବିଭିନ୍ନ ବିଭାଗର ଅଧିକାରୀ, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ମିଶ୍ର, ଏସ ଡି ପି ଓ ଶ୍ରୀମତି ଅଙ୍କିତା କୁମ୍ଭାର ଏବଂ ବହୁ ଦଳୀୟ କର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ପାଇଁ ଉନ୍ନୟନ ସଚିବ ଶ୍ରୀମତି ଅନୁ ଗର୍ଗ ଆସିଛନ୍ତି ଏବଂ ଯଥା ଶୀଘ୍ର ସମସ୍ତ ପ୍ରକଳ୍ପ ସମ୍ପୂର୍ଣ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ କହିଥିଲେ।

Related Post

ରାଉରକେଲା:-ଅପରାଧୀ ଏକେ ୪୭ କେଉଁଠୁ ଆଣିଥିଲେ,ତଦନ୍ତ ଆରମ୍ଭ

Posted by - June 26, 2022 0
ରାଉରକେଲା:କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହେବା ଘଟଣାରେ ତନାଘନା । ଅପରାଧୀଙ୍କୁ ଗୁଳି ବିନିମୟ ପରେ ଏକ ବଡ଼…

ଟିଟିଲାଗଡ କୃଷି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ହାଇସ୍କୁଲ୍ ଖେଳ ପଡିଆରେ ଲାଗିଛି ଆମ୍ବ ମେଳା

Posted by - May 15, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସୋମବାର ଦିନ ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସ ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ଆଶା ଅନୁଷ୍ଠାନ ଟିଟଲାଗଡ ଦ୍ଵାରା ୧୫ ରୁ ୨୧ ତାରିଖ…

ଆଇଏଏସ ଅଧିକାରୀ ଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

Posted by - December 31, 2020 0
ଭୁବନେଶ୍ବର :ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ୩୫ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଜାନୁଆରି ପହିଲା ଠାରୁ ପଦୋନ୍ନତି ଦିଆଯାଇଛି।ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ…

ରାସ୍ତା ନିର୍ମାଣ ପାଇଁ ସରକାରୀ ଅଧିକାରୀ କାହ୍ନୁଗୁଡା ଗ୍ରାମ ବାସୀଙ୍କୁ ପ୍ରତିଶୃତି ଦେଲେ

Posted by - May 13, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡା ଜିଲା କାଶୀପୁର ବ୍ଳକ ଗୋରଖପୁର ପଞ୍ଚାୟତ କାହ୍ନୁଗଡା ଗ୍ରାମ ବାସୀ ନିଜ ଗ୍ରାମ କାହ୍ନୁଗୁଡା ଠାରୁ କାପୁଗୁଡା ରାସ୍ତା ନିର୍ମାଣ ପାଇଁ…

ଉଦଯାପିତ ହୋଇଯାଇଛି ଆଦିବାସୀ ନୃତ୍ୟ , ସଂଗୀତର ଉତ୍ସବ “ଡଙ୍ଗର ମହୋତ୍ସବ” ୨୦୨୨

Posted by - March 31, 2022 0
ସୋନପୁର:(ଅଜିତ କୁମାର ପୂଜାରୀ )ଉଦଯାପିତ ହୋଇଯାଇଛି ଆଦିବାସୀ ନୃତ୍ୟ , ସଂଗୀତର ଉତ୍ସବ “ଡଙ୍ଗର ମହୋତ୍ସବ” ୨୦୨୨ ।ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା…