Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସ୍ୱାମୀ ର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ

90 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ସ୍ତ୍ରୀ ର ଅନୈତିକ କାମ ସନ୍ଦେହ ରେ ସ୍ୱାମୀ ର ଠେଙ୍ଗା ମାଡ଼ ରେ ମହିଳା ଜଣକ ମୃତ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତ ବଡ଼ ଭୁର୍ତ୍ତା ଗ୍ରାମ ରେ l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଯେ ଅଭୟ ନାୟକ (୫୦ ) ଙ୍କ ସ୍ତ୍ରୀ କୌମତି ନାୟକ (୪୫ ) ସେ କୌଣସି ପରପୁରୁଷ ସହ ଅନୈତିକ କାମ ରେ ଲିପ୍ତ ରହୁଥିବାରୁ ସ୍ୱାମୀ ଅଭୟ ନାୟକ ସନ୍ଦେହ ନେଇ ମଙ୍ଗଳବାର ଦିନ ସ୍ତ୍ରୀ ଘରେ ଥିବା ବେଳେ ହଟାତ ପଛପଟୁ ମୁଣ୍ଡକୁ ଏକ ବାଉଁଶ ଠେଙ୍ଗା ରେ ଆକ୍ରମଣ କରିଥିଲା l

ସ୍ଥାନୀୟ ଲୋକେ ସ୍ତ୍ରୀ ର ଚିତ୍କାର ଶୁଣି ଦୌଡ଼ି ଆସି କୌମତି କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ କୁ ନେଇଥିଲେ l ଡକ୍ଟର ଶ୍ରୀମନ୍ତ ସ୍ୱାଇଁ ମହିଳାଙ୍କୁ ମୃତ ଘୋଷଣା କରିଥିଲେ l ଏପଟେ ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳ ରେ ପହଁଚି ସବ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଙ୍କୁ ଗିରଫ କରିଥିବା ଜଣାପଡିଛି l ଏନେଇ ହରଭଙ୍ଗା ଥାନା ରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣା କୁ ନେଇ ଅଞ୍ଚଳ ରେ ଏକ ଶୋକ ର ଛାୟା ଖେଳି ଯାଇଛି l

Related Post

କରୋନା ମୁକାବିଲା ପାଇଁ ହାତ ବଢ଼ାଇଲେ ବିଭିନ୍ନ ବର୍ଗ,କୁନିଝିଅର ବଡ଼ ସହାୟତା

Posted by - April 16, 2020 0
ଭୁବନେଶ୍ୱର: ତା ୧୬/୪ : କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବିଭିନ୍ନ ଉପାୟରେ ଲୋକ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ…

ସାଲିସବିହୀନ ରାଜନେତା ଥିଲେ ଅଶୋକ ଦାସ। ଦେଖନ୍ତୁ ତାଙ୍କ ଏକଦଶାହ ରେ କେଉଁ ମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ

Posted by - December 28, 2018 0
ଯାଜପୁର:(Bureau)ଅଶୋକ ଦାସ… ଏକ ଅବିସ୍ମରଣୀୟ ଆହ୍ୱାନ, ଏକ ଅକୁତୋଭୟ ଅଙ୍ଗୀକାର । ଓଡ଼ିଶା ରାଜନୀତିର ସେ ଥିଲେ ସେଇ କାଉଁରିଆ କାଠି, ଯିଏ ବନ୍ଧୁମାନଙ୍କ ବିଶ୍ୱାସଘାତକାରେ ଭାଙ୍ଗି…

ଗୋବିନ୍ଦ ବାଟିକା ଠାରେ୧୭ ତାରିଖରୁ ଭାଗବତ ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ କଥା ଏବଂ ମଙ୍ଗଳା ଚରଣ

Posted by - December 18, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରବାସୀଙ୍କ ନିମନ୍ତେ ଶିବ ପ୍ରସାଦ ଏଣ୍ଡ ସନସ ଦ୍ଵାରା ସାତ ଦିନ ବ୍ୟାପି ପ୍ରତି ଦିନ ଅପରାହ୍ନ ତିନିଟା ରୁ ସନ୍ଧ୍ୟା ସାତଟା…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସାମୁହିକ ବ୍ରତୋପାନୟନର ପ୍ରଥମ ଦିନରେ ଚାରିକର୍ମ ସମ୍ପନ୍ନ

Posted by - April 20, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସାମୁହିକ ବ୍ରତୋପନୟନରେ ୨୧ ଜଣ ପିତା ମାତା ସେମାନଙ୍କର ବଟୁ ମାନଙ୍କୁ ବ୍ରତୋପନୟନ କରିବା ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ,…