Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଫଟକାମଲ୍ ର ସରକାରୀ ଜମି ଓ ଗୋଚର ଜମି ଜବର ଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦାବି ପତ୍ର

51 0

କେସିଙ୍ଗା :୧୮/୪(ପ୍ରିତେଶ୍ ପଟେଲ୍ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଫଟକାମାଲ ଗ୍ରାମ ପଞ୍ଚାୟତ ରେ କେତେକ ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମି ଓ ଗୋଚର ଜମି କୁ ଜବର ଦଖଲ କରି ଅବରୋଧ କରିଛନ୍ତି।ଯାହା ରି ଫଳରେ PR &DW ବିଭାଗ ପକ୍ଷରୁ ଅମୃତ ସରୋବର ସ୍କିମ ରେ ହେବାକୁ ଥିବା ପାଣି ଟା ଙ୍କି ବର୍ଷେ ହେଲା ଅଟକି ରହିଛି। ତା ସଙ୍ଗେ ସଙ୍ଗେ ଗୋଟିଏ ଖେଳ ପଡିଆ ଓ ରୁରାଲ ପାର୍କ କାମ ମଧ୍ୟ ଅଟକିଯାଇଛି।

ଯାହା ରି ଫଳରେ ଜନସାଧାରଣ ଙ୍କୁ ବହୁତ ଅସୁବିଧା ହେଉଛି।ଏ ଠାରେ ପ୍ରକାଶ ଥାଉ କି ଗତ ବର୍ଷ ଏପ୍ରିଲ ମାସ ରେ ଫଟ କା ମାଲ ବାସୀ ଏ ହି ଜବର ଦଖଲ ବିଷୟରେ ତତ୍କାଲିନ ତହସିଲଦାର ମହାଶୟ ଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କିଛି ଗୋଚର ଜମି ଛାଡ଼ି ଅନ୍ୟ କୌଣସି ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇ ନ ଥିବା ସ୍ଥାନୀୟ ସରପଞ୍ଚ ସୁବୋଧ ରଣା ପ୍ରକାଶ କରିଛନ୍ତି।

କେସିଙ୍ଗା ତହସିଲଦାର ଦାବୀ ପତ୍ର ପାଇବା ପରେ ଆଗାମୀ ୧୦ ଦିନ ମଧ୍ୟରେ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିବା ବେଳେ ଗ୍ରାମ ବାସୀ ୧୦ ଦିନ ରେ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଘେରାଉ ସହ ଗଣ ଧାରଣା ଦେବୁ ବୋଲି ପ୍ରକାଶ କରିଛନ୍ତି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଫଟ କା ମାଲ ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା,ନାଏବ ସରପଞ୍ଚ ତେଜ ସ୍ଵିନି ମାଝୀ,ନିରୁପମା ସାମଲ,ପୂର୍ବତନ ଜିଲ୍ଲପରିଷଦ ମେମ୍ବର, ଗ୍ରାମ ପଞ୍ଚାୟତ ର ସମସ୍ତ ସଭ୍ୟ ସଭ୍ୟା ଓ ଫଟ କା ମାଲ ର ଜନସାଧାରଣ ଉପସ୍ଥିତ ଥିଲେ

 

Related Post

ହକି ୱାର୍ଲ୍ଡ କପ୍ କରି ବିଶ୍ୱରେ ନା କରିବୁ, ରାଜଧାନୀର ଲୋକଙ୍କ ଜୀବିକା ଛଡ଼ାଇ ଗରିବଙ୍କୁ ମାରିବୁ

Posted by - December 23, 2022 0
ଭୁବନେଶ୍ବର:(ପାୟଲ ରାଉତ )ଭୁବନେଶ୍ୱର ରେ ସରକାରୀ ଜମି ଉପରେ ଯେଉଁ ସମସ୍ତ ଲୋକମାନେ ଦୋକାନ ବଜାର କରି ସେହି ଦୋକାନ କୁ ନିଜ ଜୀବନ ଜୀବିକା ର…

ମାଁ ସମଲେଶ୍ବରୀ ଙ୍କ ମନ୍ଦିର ରେ ପହଞ୍ଚିଲା ନୂଆଁଧାନ

Posted by - August 27, 2022 0
ସମ୍ବଲପୁର: ୨୭/୦୮(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁଧାନ । ମାଁ ସମଲେଇ ଙ୍କ ଠାରେ ଲାଗି ହେବାକୁ ଥିବା ନୂଆଁଖାଇ ରେ…

ସରକାରଙ୍କ ରାଜନୈତିକ ସଂରକ୍ଷଣ ନୀତି ନେଇ ଅତିଷ୍ଠ ହୋଇ ବିରାଟ ଶୋଭାଯାତ୍ରା

Posted by - August 26, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଓବିସି ମଞ୍ଚ ତରଫରୁ ଆଜି ସରକାରଙ୍କ ରାଜନୈତିକ ସଂରକ୍ଷଣ ନୀତି ନେଇ ଅତିଷ୍ଠ ହୋଇ ବ୍ଲକ୍ ଅଧୀନସ୍ଥ…

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼,ବ୍ରାଉନ ସୁଗାର ଜବତ

Posted by - October 19, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼ । ଡିଲ ସମୟରେ ଧରିନେଲା ପ୍ରାୟ ଅଢେ଼ଇ କୋଟି ଟଙ୍କାର ବ୍ରାଉନ ସୁଗାର ପୋଲିସ ଓ…

ବଣଧୂଳିର ଫୁଲ ଓ ଗୁଞ୍ଜ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ଅଭିନବ ପ୍ରୟାସ,ଶାଳବଣି ରେ ଆଦିବାସୀ ଙ୍କ ମୌସୁମୀ ଖାଦ୍ୟ ପ୍ରଦର୍ଶନୀ।

Posted by - September 18, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବଣ ପାହାଡ଼ ଘେରା ଏକ ଆଦିବାସୀ ଗାଁ ରେ, ବର୍ଷାକାଳୀନ ଆଦିବାସୀଙ୍କ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସୂଚନାରୁ ଜଣାପଡିଛି, ବାଲେଶ୍ଵର ଜିଲ୍ଲା, ନୀଳ ଗିରି…