Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଷ୍ଟେଟବ୍ୟାଙ୍କର ଜୁନିଅର ଏସୋସିଏଟ୍ ଭାବେ ନିଯୁକ୍ତି ପାଇଲେ ଚାଟିକଣାର ବାପୁଜୀ

390 0

ମୁନିଗୁଡା :(ରମାକାନ୍ତ ପୋଡାଲ)ରାୟଗଡ଼ା ଜିଲ୍ଲା, ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ଗ୍ରାମର ଶ୍ରୀ ବାପୁଜୀ ନାୟକ ବ୍ରହ୍ମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଜୁନିୟର ଏସୋସିଏଟ୍ ଭାବେ ନିଯୁକ୍ତ ପାଇଛନ୍ତି।

ସେ ଚାଟିକଣା ଅଞ୍ଚଳରେ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କର ଏହି ନିଯୁକ୍ତି ଅଞ୍ଚଳରେ ଆନନ୍ଦ ଖେଳାଇ ଦେଇଛି। ବିଷମକଟକ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ତାଙ୍କର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Related Post

ଦର ଦାମ ବୃଦ୍ଧି ପ୍ରତିବାଦ ରେ ମହିଳା ବିଜୁ ଜନତା ଦଳର ବିଶାଳ ରାଲି

Posted by - November 3, 2021 0
ମୁନିଗୁଡା(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ବିଷମକଟକ ଠାରେ ମହିଳା ବିଜୁ ଜନତା ଦଳ ତରଫରୁ ନିର୍ବାଚନ ମଣ୍ଡଳୀର ହଜାର ହଜାର ମହିଳା କେନ୍ଦ୍ର ସରକାରଙ୍କ ତୈଳଦର ଓ ରନ୍ଧନ…

ଖୁବଶୀଘ୍ର ଆରମ୍ଭ ଧର୍ମଗଡ଼ ବାଇପାସ୍ ରାସ୍ତା

Posted by - December 3, 2022 0
ଧର୍ମଗଡ଼:୩/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵହୁ ଦିନ ରୁ ଦାବି ହେଉ ଆସୁଥିଲା ତା’ର ଅନ୍ତ ହେବାକୁ ଯାଉଛି । ଏନେଇ ସଂସଦ ଭବନ କଳାହାଣ୍ଡି…

ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜର

Posted by - April 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜେର । ଲୋକଙ୍କ ନାଁରେ ଋଣ ମଂଜୁର କରି ଆତ୍ମସାତ କରିଥିବା ଅଭିଯୋଗରେ…

ଭାତ ବଳିଯାଇଥିଲେ ସେଥିରୁ ତିଆରି କରନ୍ତୁ ଏହି ସ୍ବାଦିଷ୍ଟ ଖାଦ୍ୟ

Posted by - April 16, 2020 0
ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେ ଅଳ୍ପ ଭାତ…