ବିଚାରଧୀନ ମାମଲାର ରାୟ ଦେଲା JMFC କୋର୍ଟ,୫ ହଜାର ଟଙ୍କା ଫାଇନ ସହ ୩ ବର୍ଷ ଜେଲ ଦଣ୍ଡାଦେଶ

49 0

ହରଭଙ୍ଗା :୧୭/୦୪ (ଚିତ୍ତରଞ୍ଜନ ସିଂହ)୬ ବର୍ଷଧରୀ ବିଚାରଧୀନ ଥିବା ମାମଲା ର ଆଜି ରାୟ ଦେଇଛନ୍ତି ହରଭଙ୍ଗା JMFC କୋର୍ଟ ବିଚାର ପତି !ମିଳିଥିବା ସୂଚନା ମତେ ୨୦୧୮ ମସିହାରେ ପୁରୁଣାକଟକ ଥାନା ଅଧିନସ୍ଥ ବାହାଲି ଗ୍ରାମର ରଞ୍ଜନ ବଘାର ନାମକ ଜୈନିକ ବ୍ୟକ୍ତି ନାମରେ ପୁରୁଣାକଟକ ଥାନାରେ ଦୁଷ୍କର୍ମ ଉଦ୍ୟମ ନେଇ ଏକ ଅଭିଯୋଗ ହୋଇଥିଲା

l ଏନେଇ ଥାନା ପକ୍ଷରୁ କେସ ନଂ 118, U/s 379/354/345-B/194/506 ଆଇ ପି ସି ଧାରାରେ ଏକ କେଶ ରୁଜୁ ହୋଇ ବିଚାରଧୀନ ଥିବା ବେଳେ ଆଜି ଏହି ମାମଲା ର JMFC କୋର୍ଟ ହରଭଙ୍ଗା ରେ ବିଚାର ହୋଇ ଦୋଷୀ ରଞ୍ଜନ ବଘlର କୁ 3ବର୍ଷ ଜେଲ ଦଣ୍ଡାଦେଶ ସହିତ 5000ହଜାର ଟଙ୍କା ଜରିମାନା କରାଯାଇ ଥିବା ଜଣାପଡିଛି l ଏହି ମାମଲା କୁ ସରକାରୀ ଓକିଲ ଭାବେ ଅଜିତ ପରିଡା ଥିବା ବେଳେ ଅପରପକ୍ଷ ଓକିଲ ଭାବେ ଦିଲୀପ ଧଳ ପରିଚାଳନା କରିଥିଲେ

Related Post

ଏପରି କଲେ ଭଗବାନ ଶିବଙ୍କ କୋପରୁ ରକ୍ଷା ମିଳିବ ନାହଁ- ଜାଣନ୍ତୁ ସେ ବିଷୟରେ

Posted by - May 1, 2020 0
ଭଗବାନ ଶିବ ସହଜରେ ପ୍ରସନ୍ନ ହୁ ଅନ୍ତି। ତାଙ୍କ ଆଶୀଷରେ ସୁଖଶାନ୍ତିରେ ଦିନ କଟେ। ହେଲେ ସେ ରାଗିଲେ ପ୍ରଳୟ କରନ୍ତି । ଏପରି କିଛି କାମ…

ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଗସ୍ତ

Posted by - May 4, 2023 0
ଭୁବନେଶ୍ବର :ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି। ସକାଳ ୭ଟାରେ ଶ୍ରୀମତୀ ମୁର୍ମୁ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି କଂଗ୍ରେସ ପାର୍ଟି ପକ୍ଷରୁ ପ୍ରସ୍ତୁତି ବୈଠକ

Posted by - November 27, 2021 0
ବଙ୍ଗୋମୁଣ୍ଡାତା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗାଁ ମାନଙ୍କ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରଖି କଂଗ୍ରେସ…

ନିସନ୍ତାନ ଦମ୍ପତି ଆଇନ୍‌ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

Posted by - November 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ…