ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

71 0

ଯାଜପୁର:ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ତଥା ସମ୍ବିଧାନ ବଞ୍ଚାଅ ଦାବିରେ ଆଜି ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶରେ କଂଗ୍ରେସ ନେତା ରାମ ଚନ୍ଦ୍ର ଖୁଣ୍ଟିଆ ,ଶରତ ରାଉତ,କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା ପ୍ରମୁଖ ଯୋଗ ଦେଇ କଂଗ୍ରେସ ଦଳ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ବିରୋଧରେ ବିଜେପି ରୀତିମତ ଷଡଯନ୍ତ୍ର କରୁଛି ବୋଲି ଅଭିଯୋଗ କରିଛି।

ଏବେ କଂଗ୍ରେସ ରାଜ ରାସ୍ତା କୁ ଓଲ୍ହାଇଛି ଆଗକୁ ଆହୁରି ବଡ଼ ଧରଣ ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସତ୍ୟାଗ୍ରହ ଅବସରରେ କିଆନାଳି ଛକ ଠାରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲପାଳ ଅଫିସ ଘେରାଉ କରିଥିଲେ । ଏହି ଜୟ ଭାରତ ସତ୍ୟାଗ୍ରହରେ ଜିଲ୍ଲ।ର ସମସ୍ତ ବ୍ଲକ ରୁ କଂଗ୍ରେସ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ।

Related Post

ଅମଲା ସଂଘ ପକ୍ଷରୁ ନିଜର ପ୍ରାପ୍ୟକୁ ଦାବି କରି ସଂଘର ସଭାପତି କମଳାକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଶୋଭାଯାତ୍ରା 

Posted by - November 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଅମଲା ସଂଘ ପକ୍ଷରୁ ଆଜି ନିଜର ପ୍ରାପ୍ୟକୁ ଦାବି କରି ସଂଘର ସଭାପତି କମଳାକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ…

କୁମ୍ଭକର୍ଣ୍ଣ ନିଦ୍ରରେ ସ୍ବାସ୍ଥ୍ୟ ବିଭାଗ, ରୋଗୀ ହନ୍ତସନ୍ତ

Posted by - February 26, 2022 0
ମୁନିଗୁଡ଼ା;(ରମାକାନ୍ତ ପଡାଲ)ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିନରେ ଥିବା କୁମୁଡାବାଲି ଉପ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୁଇ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡ଼ାକ୍ତର ବାବୁ…

ବିକାଶର ଵିକଳ୍ପ ଦୃଶ୍ୟ,ରାସ୍ତା ନଥିବାରୁ ରୋଗୀ ବୁହାହେଲେ ଟୋକେଇରେ ୬କିଲୋମିଟର

Posted by - August 2, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ) ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଂଚଳରେ l ରାସ୍ତା ନଥିବା ହେତୁ ଝାଡା ରୋଗରେ ପୀଡିତ ହୋଇ…

ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ,ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍

Posted by - December 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ। ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍ ଆସୁଛି। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭୪୪୫ ଜଣ ରୋଗୀ…

ବ୍ୟାସନଗରରେ ବିରଜା ମନ୍ଦୀର ନିର୍ମାଣକୁ ସେବାୟତଙ୍କ ବିରୋଧ

Posted by - June 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାସନଗରରେ ମା ବିରଜା ମନ୍ଦୀର ନିର୍ମାଣକୁ ନେଇ ବିରୋଧ ଦେଖାଦେଇଛି । ମା ବିରଜା ମନ୍ଦୀରର ସେବାୟତ ମାନଙ୍କ ପକ୍ଷରୁ ଏଭଳି ପ୍ରତିବାଦ…