Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଗୁଣପୁର ବିଜେଡି ପାଳୁଛି ବିଜୁବାବୁଙ୍କ ୨୬ତମ ଶ୍ରଦ୍ଧ ଦିବସ ପାଳନ

229 0

ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ଗୁଣପୁର ନୁଆ ବସଷ୍ଟାଣ୍ଡ ନିକଟରେ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି।ଆଜି ସକାଳୁ ସକାଳୁ ନୁଆ ବସଷ୍ଟାଣ୍ଡ ନିକଟରେ ଗୁଣପୁର ବିଧାୟକ ଙ୍କ ନେତୃତ୍ଵ ରେ ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ବାବୁଙ୍କ ପ୍ରତି ମୁର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।

ପରେ ଗୁଣପୁର ମେଡିକାଲ ପରିସରରେ ରୋଗୀଙ୍କୁ ପଳ,ରୁଟି ସହ ଫଳ ରସ ପ୍ରଦାନ କରିଥିଲେ।ବିଜୁ ପ୍ରେମୀ ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ସେବା,ତ୍ୟାଗ,ଓଡିଆ ସ୍ୟାଭିମାନର ପ୍ରତିକ ପ୍ରବାଦ ପୁରୁଷଙ୍କୁ ମନେପାକାଇଥିଲେ।ଆଉ ସମସ୍ତ ନେତା ଏକଜୁଟ ହୋଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଗଡି ତୋଳିବାପାଇଁ ବିଧାୟକ ସମସ୍ତ ଦଳୀୟ କର୍ମୀଙ୍କୁ ଶପଥ ପାଠ କରାଇଥିଲେ।

ଏହି ସମୟରେ ଛାତ୍ର ସଭାପତି ପିଙ୍କୁ ପଣ୍ଡା,ନଗର ସଭାପତି ରାମ ପଣ୍ଡା,ବ୍ଲକ ସଭାପତି ଭାଷା ଶତପଥୀ, ବାଳୀ ଗମାଙ୍ଗ,ଅଶ୍ଵିନୀ ଗମାଙ୍ଗ, ଗନେଶ ପଣ୍ଡା,ବିଶୁ ବାବୁ, ଏସ ବାବା ପ୍ରସାଦ,ରାଜେନ୍ଦ୍ର ପ୍ରସାଦ ପାଢ଼ୀ,ରାଜୁ ସାହୁ,ସାନ୍ତୁ ,ମୁନା ପାଣି,ସାନ ବାଉରୀ,ଶିବ ପ୍ରସାଦ,k ମୀନା ରାଓ,ରାବଣା, ରିଣ୍ଟୁ ଦାସ ପ୍ରକାଶ କିରଣ ଏବଂ ଅନେକ ମାନ୍ୟଗନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Related Post

୩ ଅନାଥଶିଶୁ ଙ୍କ ପାଖରେ ପହଂଚିଲା ପ୍ରଶାସନ

Posted by - June 17, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାହାଲି ଗ୍ରାମରେ ସପ୍ତେଶ୍ବର ମଲ୍ଲୀକଙ୍କ ଗତ୧୫ ତାରିଖରେ ମୃତ୍ୟୁ ହୋଇଥିବାବେଳେ, ଏହାର୩ବର୍ଷପୁର୍ବରୁ ମାଁ ଚାଲିଯାଇଥିଲେ । ଫଳରେ ତିନି ପିଲାଛୁଆ…

ମମୀତା ମେହେର ହତ୍ୟା ମାମଲା:-ନକଲି ସିମ କାର୍ଡ :-ବ୍ୟବହାର କରୁଥିଲା ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ

Posted by - November 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡ଼ିଶାର ଵହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ତ କୁ ମାସାଧିକ କାଳ ବିତି ଯାଇଥିଲେ ହେଁଏହି ମାମଲାର ଗୋଲକ ଧନ୍ଦା ବଢ଼ିବାରେ ଲାଗିଛି,…

ପବିତ୍ର ନବମୀ ତିଥିର ମଧ୍ୟରାତ୍ରରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ

Posted by - October 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମରେ ପବିତ୍ର ନବମୀ ତିଥିର ମଧ୍ୟରାତ୍ରରେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରାର ମହାବଳୀ ଯାତ୍ରା ସମ୍ପନ୍ନ ହୋଇଛି ।ରାଜା ରାଜୁଜା ଅମଳରୁ ଅଷ୍ଟଚଣ୍ଟୀଙ୍କ…

ମାଟି ଅତଡା ଧସି ଶହ ଶହ ଏକର ଚାଷଜମି ବାଲିଚର : ପୁନଃଉଦ୍ଧାର ପାଇଁ ଦାବୀ

Posted by - July 21, 2022 0
ଗୁଣୁପୁର :(ରମାକାନ୍ତ ପଡାଲ) ଛାଡିଯାଇଛି ଲଘୁଚାପଜନିତ ଲଗାଣ ବର୍ଷା । ହେଲା ଛାଡିଯାଇଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ଏବେ ଦୁର୍ଗମ ଅଞ୍ଚଳର ଚାଷୀ ଦୁର୍ଦ୍ଦିନରେ ।…

ମୁଖ୍ୟ ଶାସନ ସଚିବ ଙ୍କ ପ୍ରେସ ବାର୍ତ୍ତା,ଜୁନ ୧ ତାରିଖ ଯାଏଁ ବଢିଲା ଲକ ଡାଉନ

Posted by - May 18, 2021 0
ଭୁବନେଶ୍ବର :ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ  ପ୍ରେସ୍ ବିବୃତି ପ୍ରଦାନ ।ବାହାଘର ,ବ୍ରତ ଘର  ଏବଂ ate ପାଇଁ ୨୫ ଏହି…