ଟିଟିଲାଗଡ଼ ଦେବନ୍ଧ ସାଗରର ମହିଳା ମାନଙ୍କ ଗାଧୋଇବା ଘାଟ ସଫା କରାଇଲେ ପୌର ଉପାଦ୍ଧକ୍ଷା

75 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ଦେବନ୍ଧ ସାଗରରେ ଥିବା ମହିଳା ମାନଙ୍କ ଗାଧୋଇବା ଘାଟର ଅବସ୍ଥା ଠିକ ନ ଥିବା ସ୍ଥାନୀୟ ୱାର୍ଡ ମେମ୍ବର ମାନଙ୍କୁ ଅଭିଯୋଗ କରିଥିଲେ। ଉଭୟ ୱାର୍ଡ ମେମ୍ବର ମାନେ ପୌର ଉପାଦ୍ଧକ୍ଷା ଶ୍ରୀମତି ପୁଷ୍ପା ମଞ୍ଜରି ଜାଲଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଇଥିଲେ।

ରବିବାର ଦିନ ସକାଳୁ ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲଙ୍କ ନେତୃତ୍ୱରେ ଟିଟିଲାଗଡ଼ ଦେବନ୍ଧ ସାଗରର ମାଁ ମାନଙ୍କ ଗାଧୋଇବା ଘାଟକୁ ଯାଇ ଅବ୍ୟବସ୍ଥା ଦେଖି ସେଠାରେ ଏସଏଚଯି ମାଁ ମାନଙ୍କ ଉପସ୍ଥିତିରେ ୱାର୍ଡ ନମ୍ବର ୧୨ , ୧୩ କାଉନସିଲର ମାନସ ସାହୁ ଓ ସାବିତ୍ରୀ ବାରିକଙ୍କ ଉପସ୍ଥିତିରେ ସଫେଇ କାର୍ଯ୍ୟ କରାଇଛନ୍ତି। ଏହାଦ୍ଵାରା ସେଠାରେ ଗାଧୋଉ ଥିବା ମହିଳା ମାନେ ଉପକୃତ ହେବେ।

Related Post

ଯୋଡ଼ା ବ୍ଲକ ଅଧୀନରେ ଥିବା ସେରେଣ୍ଡା ପଞ୍ଚାୟତର କେ. ବି . ହାଇ ସ୍କୁଲରେ ଗୁଞ୍ଜରି ଉଠିଲା ବନ୍ଦେ ଉତ୍କଳ ଜନନୀ

Posted by - May 31, 2020 36
କେନ୍ଦୁଝର :(ସୀତାରାମ ଦୀକ୍ଷିତ )ବନ୍ଦେ ଉତ୍କଳ ଜନୀନ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା । ରାଜ୍ୟ କେନ୍ଦୁଝର ଜିଲ୍ଲାର ଯୋଡ଼ା…

ନନ୍ଦନକାନନକୁ ଆସିବେ ନୂଆ ଅତିଥି

Posted by - July 28, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ) ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସୀ ର ଖବର । ଖୁବ୍ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବେ…

ଶୁକ୍ରବାର ରାତିରେ ଧର୍ମଗଡ଼ ରେ ପ୍ରବଳ ବର୍ଷା ହେବା ଯୋଗୁଁ ରାସ୍ତା ରେ ଆଣ୍ଠୁଏ ପାଣି ଓ ଘରେ ଘରେ ପାଣି

Posted by - August 21, 2022 0
ଧର୍ମଗଡ଼:୨୦/୮(ହେମନ୍ତ କୁମାର ମାଝୀ) ଶୁକ୍ରବାର ରାତିରେ ଧର୍ମଗଡ଼ ରେ ପ୍ରବଳ ବର୍ଷା ହେବା ଯୋଗୁଁ ରାସ୍ତା ରେ ଆଣ୍ଠୁଏ ଓ ଆଠ ନମ୍ବର ୱାର୍ଡର ଘରେ ଘରେ…

ପିଡ଼ିଏସ ଚାଉଳ ବୋଝେଇ ପିକଅପ ଦୁର୍ଘଟଣା ଗ୍ରସ୍ତ ୨ ମୃତ , ୮ ଗୁରୁତର

Posted by - May 17, 2022 0
ଭବାନୀପାଟଣା ;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଅlମୂଳ ରାମପୁର ସିନ୍ଧିପଦର ପଞ୍ଚାୟତରୁ ଏକ ପିକଅପ ନ OD08 Q 8364 ଯୋଗେ ପିଡ଼ିଏସ…

ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ୨୦୨୨

Posted by - July 8, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ଓଡିଶା ସାହିତ୍ୟ ଏକାଡେମୀ ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା – ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି…