Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଯାଜପୁର ଜିଲାର ୨୫ ଜଣ ଚାଷୀ ରାଜ୍ୟ ବାହାରେ ପ୍ରଶିକ୍ଷଣ ନେଇ ପେଂରିଲେ

104 0

ରାଜ୍ୟ ସରକାରଙ୍କ ପଂସଲ ବିବିଧକରଣ ଯୋଜନା ରେ ଯାଜପୁର ଜିଲାର ୨୫ ଜଣ ଚାଷୀ ରାଜ୍ୟ ବାହାରେ ପ୍ରଶିକ୍ଷଣ ନେଇ ପେଂରିଛନ୍ତି ଉତର ପ୍ରଦେଶର କାନପୁର ଏବଂ ବନାରସ ଠାରେ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ କିଭଳି ଚାଷ କରାଯାଇପାରିବ ସେ ସଂପର୍କରେ ଜ୍ଞାନ ଆହରଣ କରିଛନ୍ତି ଯାଜପୁରରେ ପହଂଚିବା ପରେ ଏହି ଚାଷୀ ମାନଙ୍କୁ ଜିଲା କୃଷି କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି 

ରାଜ୍ୟ ବାହାରେ ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରି କିପରି  ଚାଷୀ ଅଧିକ ଉତ୍ପାଦନ କରି ହେବ ସେ ସଂପର୍କରେ ପ୍ରଶିକ୍ଷଣ ନେଇ ଯାଜପୁର ଜିଲାର ୨୫ ଜଣ ଚାଷୀ ପେଂରିଲେ 

ରାଜ୍ୟ ସରକାରଙ୍କ ପଂସଲ ବିବିଧକରଣ ଯୋଜନା ରେଆଦର୍ଶ ଓଡିଶା ଫାଉଣ୍ଡେସନସହଯୋଗରେଯାଜପୁର  ବରୀ ବ୍ଲକର ଏହି ଚାଷୀ ମାନଙ୍କୁ କାନପୁର  ବନାରସ ପଠାଯାଇଥିଲା 

ସେଠାରେ ଡାଲୀଜାତୀୟ  ପନିପରିବା ଚାଷ ସଂପର୍କରେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲାIସେଠାରେ ତାଲିମ ଗ୍ରହଣ କରି ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଅଧିକ ଉତ୍ପାଦନ କରିହେବ ବୋଲି ଚାଷୀ ମାନେ କହିଛନ୍ତି 

Related Post

ବଜରଙ୍ଗ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୌର‌୍ୟ୍ୟ ଯାତ୍ରା ଆରମ୍ଭ

Posted by - December 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ବଜରଙ୍ଗ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୌର୍ଯ୍ୟ ଯାତ୍ରା ଆରମ୍ଭ କରାଯାଇଛି। ସହରର କୁସୁମା ନିକଟରୁ ଏହି…

କଳାହାଣ୍ଡି ଜିଲ୍ଲା ଶିଙ୍ଗାରି ଘାଟି ଦୁର୍ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - May 22, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଶିଙ୍ଗାରି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର କୁ ୨ ଲକ୍ଷ ଟଙ୍କାର…

ଜିଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

Posted by - August 18, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ…

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Posted by - July 15, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଟେସନ ପକ୍ଷରୁ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଜନସଂଖ୍ୟା…