Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ୟାକିଂ ସମୟରେ ମାଡ଼ିବସିଲା ପୋଲିସ୍, ୬୦ କି.ଗ୍ରା. ଗଞ୍ଜା ଜବତ, ଆସାମୀ ଫେରାର

45 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧିନ ନାରାୟଣପ୍ରସାଦ ପଞ୍ଚାୟତର ସିଲେଇମାଲ ଜଙ୍ଗଲରେ ଗଞ୍ଜାଇ ଚୋରାଚାଲାଣ ପାଇଁ ପ୍ୟାକିଂ ଚାଲିଥିବା ଖବର ପାଇ ଘଣ୍ଟାପଡ଼ା ପୋଲିସ ଚଢ଼ାଉ କରିଥିଲେ। ପୋଲିସ କୁ ଦେଖି ପ୍ୟାକିଂ କରୁଥିବା ବ୍ଯକ୍ତିମାନେ ଫେରାର ହୋଇଯାଇଥିଲେ।

ଫଳରେ ପୋଲିସ ଘଟଣାସ୍ଥଳରୁ ପ୍ୟାକିଂ ହୋଇଥିବା ଗଞ୍ଜେଇ ଓ ଖୋଲା ଗଞ୍ଜେଇ ସହିତ ବ୍ଯବହୃତ ଇଲେକ୍ଟ୍ରୋନିକ୍ସ ମାପ ଯନ୍ତ୍ର ଜବତ କରି ଥାନାକୁ ଆଣିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ର ଓଜନ ୬୦ କି.ଗ୍ରା. ହୋଇଥିବା ନେଇ ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ଘଣ୍ଟାପଡ଼ା ଥାନାଧିକାରୀ ଗଣନାଥ ଥନାପତି। କେଶ ନଂ ୩୦/୨୩ NDPS ଆକ୍ଟ ଆଧାର ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ନେଇ ପ୍ରକାଶ କରିଛନ୍ତି।

Related Post

ଅଟୋ ସହ ୨ ବସ୍ତା ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

Posted by - September 20, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପୋଲିସ ର ବ୍ୟାପକ ଧରପଗଡ ସ୍ଵତ୍ତ୍ଵେ କଳାହାଣ୍ଡି ଜିଲ୍ଲା ରେ ଚୋରା ଗଞ୍ଜେଇ କାରବାର ଦିନକୁ ଦିନ…

ଲୁଟ ଘଟଣାର ପର୍ଦ୍ଦାଫାସ କଲା ସୋନପୁର ପୋଲିସ

Posted by - March 24, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଲୁଟ ଘଟଣାର ପର୍ଦ୍ଦାଫାସ କଲା ସୋନପୁର ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗ୍ରୀନ ପାର୍କ ହୋଟେଲ ଆଗରୁ ଗତ ୬ ତାରିଖରେ…

ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ

Posted by - January 7, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ । ଟ୍ରିପଲ ମ୍ୟାରେଜ ଘଟଣାକୁ ଲୋକଲୋଚନକୁ ଆଣିଥିବା ସବିନା ବିବିଙ୍କ ନାଁରେ ପେଂରାଦ…