Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଓଡିଶା ହାଇକୋର୍ଟର ବିଚାରପତି ମାନ୍ୟବର ଜଷ୍ଟିସ ବି.ଆର. ସଡଙ୍ଗୀ ଓ ବି.ପି. ରାଉତରାଏଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

40 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ହାଇକୋର୍ଟର ବିଚାରପତି ମାନ୍ୟବର ଜଷ୍ଟିସ ବି.ଆର. ସଡଙ୍ଗୀ ଓ ବି.ପି. ରାଉତରାଏ ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ , ଉଦଘାଟନ କରିବା ସହିତ ସାଧାରଣ ସଭାରେ ଯୋଗଦେଛନ୍ତି ।

ସକାଳେ ଉଭୟ ଜଷ୍ଟିସ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ସିଭିଲ ଜଜ୍ କମ ଜେ.ଏମ.ଏଫ.ସି କୋର୍ଟର ଶିଳାନ୍ୟାସ କରିବା ସହିତ ବିନିକା ଓକିଲ ସଂଘର କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି । ପରେ ପରେ ବୀରମହାରାଜପୁର ଗସ୍ତ କରି ସେଠାରେ ସିନିଆର ସିଭିଲ ଜଜ୍ କୋଠାର ଶିଳାନ୍ୟାସ କରି ଓକିଲ ସଂଘର କାର୍ଯ୍ୟାକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।

ସେଠାରୁ ସୋନପୁର ଆସି ଜିଲ୍ଲା ଜଜ୍ କୋର୍ଟ ନୂତନ କୋଠା ପରିସରରେ ନବ ନର୍ମିତ ଏମିନିଟି ସେଣ୍ଟର, ବାର ହଲ ଓ କ୍ୟାଣ୍ଟିନ ର ଶୁଭ ଉଦଘାଟନ କରିଥିଲେ । ପରେ ପରେ ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରେ ଜିଲ୍ଲା ଓକିଲ ସଂଘ ଦ୍ବାରା ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ ।

 

Related Post

ଚାଷି ସମସ୍ୟାର ସମାଧାନ ପାଇଁ ସ୍ପଷ୍ଟିକରଣ ଦାବୀ କଲା ଓଡିଶା ରାଜ୍ୟ କୃଷକ ସଂଗଠନ

Posted by - November 18, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲାରେ ଚଲିତ ଖରିଫ ରୁତୁରେ ଧାନବିକ୍ରି ପଞ୍ଜିକରଣ ଚକବନ୍ଦି ହୋଇଥିବା ଗ୍ରାମରେ ଚକପଟ୍ଟା ଦିଆଯାଇଥିବା ଜମି ଦଖଲ ଦିଆନଯିବାରୁ ସେଠାରେ ଦଖଲ ମୁତାବକ ଜଲସେଚିତ ଧାନଚାଷ…

ବୌଦ୍ଧ ଜିଲ୍ଲା ରେ ଜାତୀୟ କୃମିନାସକ ଦିବସ ପାଳିତ

Posted by - August 12, 2021 0
ବୌଦ୍ଧ: :ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମିଦିବସ ପାଳିତ ହୋଇଛି!ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା :ଅଭୟ କୁମାର ଦାସ…

ଅଗ୍ନିଶମ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଠାରେ ମକଡ୍ରିଲ ପ୍ରଦର୍ଶନ

Posted by - June 20, 2022 0
ଥୁଆମୂଳ ରାମପୁର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥୁଆମୂଳ ରାମପୁର ଅଗ୍ନିଶମ…

ରାମନବମୀ ଅବସରରେ ଶ୍ରୀରାମ ଚରିତ ମାନସ ପରାୟଣ

Posted by - April 10, 2022 0
ବଙ୍ଗୋମୁଣ୍ଡା- ୧୦/୦୪ (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ପଞ୍ଚ।ୟତର ଭାଲୁମୁଣ୍ଡା କଲୋନୀପଡା ଠାରେ ଆଜି ଚୈତ୍ର ମାସ ମାସ ଶୁକ୍ଳପକ୍ଷ ଆଦର୍ଶ…