କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର ବ୍ଲକ ସଦର ରେ ଆଜି ଡ. ବାବା ଶହେବ ଆମ୍ବେଦକରଙ୍କ 132ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l
ଏହି ଅବସର ରେ କାଶୀପୁର ପଂଚାୟତ ସମିତି ବ୍ଲକ କାର୍ଯ୍ୟଳୟ ଅଧିକାରୀ ଶ୍ରୀମତୀ ମନୀଷା ଦାସ ଏବଂ କାଶୀପୁର ଥାନା ସବ-ଇନ୍ସପେକ୍ଟର ସୁଶ୍ରୀ ଗାୟତ୍ରୀ ବୁରଦା ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ l ଅତିଥି ମାନେ ପ୍ରଥମେ ଆମ୍ବେଦକଙ୍କ ପ୍ରତିମୂର୍ତ୍ତି ରେ ପ୍ରଦ୍ଵିପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ଏବଂ ଆମ୍ବେଦକରଙ୍କ ଯିବନି ଓ ସମ୍ଭିଧାନିକ ଅଧିକାର ବିଷୟରେ ଉଦ୍ଦେବୋଧନ ଦଥିଲେ l
ଏହି ପରିପେକ୍ଷୀ ରେ କାଶୀପୁର ର ବିଭିନ୍ନ ଅଞ୍ଚଳରୁ ଆମ୍ବେଦକର ପ୍ରେମୀ ଏକତ୍ରିତ ହୋଇଥିଲେ l ସଭାରେ କାଶୀପୁର CRCC ଅରୁନ ନାଏକ ଓ ତଳଝିରି CRCC ଦଶରଥ ନାଏକ ଉଭୟେ ବାବା ଶାହେବ ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ, ଆମ୍ବେଦକରଙ୍କ ” ଶିକ୍ଷିତ,ସଂଘର୍ଷ ଓ ସଂଘଠିତ “ବାର୍ତ୍ତା ଉପରେ ସର୍ବସାଧାରଣକୁ ଆଲୋକପାଟ କରିଥିଲେ l
ବରିଷ୍ଠ ସମାଜ ସେବି ଉତ୍ତମ ନାଏକ, ଶଙ୍କର ପ୍ରଶାଦ ନାଏକ ଓଡିଶା ଡ୍ରାଇବର ମହାସଂଘ କାଶୀପୁର ବ୍ଲକ ସଭାପତି ଜଗିଜୀବନ ନାଏକ, କାଶୀପୁର ସରପଞ୍ଚଙ୍କ ସମେତ କାଶୀପୁର ସମିତି ସଭ୍ୟା ମଞ୍ଚଆସୀନ ଥିଲେ lସଭାର ସୁପରିଚାଳନା ଦାଇତ୍ୱ ରତ୍ନାକର ନାଏକ ତୁଲାଇ ଥିଲେ lଏହିପରି ସଭାଟିକୁ ଏକ ଭବ୍ୟରୂପରେ ଆୟୋଜନ କରିଥିଲେ ଲକ୍ଷ୍ମୀ ନାଏକ, କରନ ( ବଡ ) ନାଏକ, ସୁରୁ ନାଏକ ତ୍ରିନାଥ ନାଏକ, ଦିଲନ ନାଏକ l