Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ

99 0

ଯାଜପୁର :ସାରା ଦେଶରେ କେନ୍ଦ୍ର ସରକାର ଗଣତନ୍ତ୍ର କୁ ହତ୍ୟା କରିବା ପ୍ରତିବାଦ ରେ ଆଜି ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ କରାଯାଇଛି ।

କଂଗ୍ରେସ ନେତା ସନ୍ତୋଷ ନନ୍ଦ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ କେନ୍ଦ୍ର ସରକାର ବିରୋଧୀ ନାରା ବାଜି କରିଥିଲେ। କ୍ଷମତା ର ଅପ ପ୍ରୟୋଗ କରି ରାହୁଲ ଗାନ୍ଧୀ ଙ୍କ ସଦସ୍ୟତା କୁ ବାତିଲ କରିଥିବା ଅଭିଯୋଗ କରିଥିଲେ। ଆଗାମୀ ଦିନରେ କଂଗ୍ରେସ ତାର ଆନ୍ଦୋଳନ ତୀବ୍ର କରିବ ବୋଲି ଚେତାବନୀ ଦିଆଯାଇଛି।

Related Post

ଟିଟିଲାଗଡ ନଗର ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Posted by - March 9, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୭ ତାରିଖ ଦିନ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା…

ଟିଟିଲାଗଡ ବିଜେପିର ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଟୁକୁନୀ ସାହୁଙ୍କ କୁଶ ପୁତ୍ତଳିକା ଦାହ

Posted by - November 10, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିରୋଧୀ ବିଜେପି ଦଳ ପକ୍ଷରୁ ଆଜି ଯାଏଁ ପ୍ରତିଦିନ ରାଜ୍ୟର…

ଦିବ୍ୟରଞ୍ଜନ ଓ ଅଯୋଧ୍ୟା ବିଜେଡି ଜିଲ୍ଲା ଯୁବ ସମ୍ପାଦକ ଭାବେ ଦାୟିତ୍ଵ ଗ୍ରହଣ କଲେ

Posted by - July 31, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଜେଡି ସଙ୍ଗଠନକୁ ସୁଦୃଢ କରିବା ପାଇଁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ତରଫରୁ ଜିଲ୍ଲା ଯୁବ ସମ୍ପାଦକ ମନୋନୀତ କରାଯାଇଛି ।ବିଭିନ୍ନ ଅଞ୍ଚଳର ବିଜେଡି…

ଆସନ୍ତା ପୌର ନିର୍ବାଚନ ପାଇଁ ଟିଟିଲାଗଡ଼ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

Posted by - March 4, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଆସନ୍ତା ୨୪ ତାରିଖରେ ହେବ ପୌର ନିର୍ବାଚନ, ଏହାକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଚୟନ…

କୋରାପୁଟ ଆରକ୍ଷୀ କାର୍ଯ୍ୟଳୟରେ ଦସେଇ ପଶିଲେ ବିଜେପି, କର୍ମୀ

Posted by - October 30, 2021 0
କୋରାପୁଟ:(ସୁନାମ ହନ୍ତାଳ)କୋରାପୁଟଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଶିକ୍ଷୟିତ୍ରୀ ମମିତା ମେହରଙ୍କ ସମ୍ପୃକ୍ତ ହତ୍ୟା ନ୍ୟାୟ ପ୍ରଦାନ ଦାବି ରେ ଓ ଗୃହରାଜ୍ୟମନ୍ତ୍ରୀ ଦିବ୍ୟ ଶଙ୍କର…