Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଯାଜପୁର ସହରର ଶିତଳେଶ୍ୱର ନିକଟରେ ଅତ୍ୟାଧୁନିକ ଜୁଏଲାରି ଦୋକାନ ଉଦଘାଟିତ

111 0

ଯାଜପୁର:ଯାଜପୁର ସହରର ଶିତଳେଶ୍ୱର ନିକଟରେ ଅତ୍ୟାଧୁନିକ ମା ତାରିଣୀ ଜୁଏଲାରି ଦୋକାନ ଉଦଘାଟିତ ହୋଇଯାଇଛି । ସମାଜସେବୀ ସନ୍ଧ୍ୟାରାଣୀ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ସୋରୁମରେ କେବଳ କେଡିଏମ ସୁନା ଭିନ୍ନ ଭିନ୍ନ ଡିଜାଇନ ର ମିଳିପାରୁଛି ।

ରାଜ୍ୟ ବାହାରର କାରିଗର ମାନଙ୍କ ଦ୍ୱାରା ଏଠାରେ ମନଲାଖି ଗହଣା ଉପଲବ୍ଧ ରହିଛି ବୋଲି ପ୍ରୋପାଇଟର ପ୍ରତାପ ନାୟକ ସୂଚନା ଦେଇଛନ୍ତି । ଉଦଘାଟନ ଅବସରରେ ଗ୍ରାହକ ମାନଙ୍କ ପାଇଁ ଆକର୍ଷଣୀୟ ଅପଂର ସହ ଲଟେରି ର ବ୍ୟବସ୍ଥା ରହିଛି ।

ଏହି ଉଦଘାଟନ ଉତ୍ସବରେ ଯାଜପୁର ପୌରାଧ୍ୟକ୍ଷା ରଂଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ,ବିଜେଡି ନଗର ସଭାପତି ମନୋଜ ସାହୁ ଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ଥିଲେ ।

Related Post

ବିରୁପା ନଦୀକୁ ଗାଧେଇବାକୁ ଯାଇ ବିଏସଏଫ ଯବାନଙ୍କର ମୃତ୍ୟୁ

Posted by - June 8, 2020 7,529
ଯାଜପୁର/ବରୀ:ବରୀ ଧାରପୁର ପଞ୍ଚାୟତର ପାଟଣା ଗ୍ରାମର BSF ଯବାନ ଭାବେ କାର୍ଯ୍ୟରତ ବିକାଶ ପଣ୍ଡାଙ୍କ(୩୬) ଅକାଳ ବିୟୋଗ ହୋଇଛି। ସେ ବଡଚଣା ବ୍ଲକର ତାଳୁଆ ବାଲିକୁଦା ନଦୀରେ…

ନିଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ପ୍ରକୃତ ଆଦିବାସୀ ଚିହ୍ନଟ ପ୍ରମାଣ ପତ୍ର ଦେବାକୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର,

Posted by - June 3, 2022 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନିଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ପ୍ରକୃତ ଆଦିବାସୀ ଚିହ୍ନଟ କରା ଯାଇ ପ୍ରମାଣ ପତ୍ର ଦେବାକୁ ଜିଲ୍ଲାପାଳ ଙ୍କୁ ନବରଙ୍ଗପୁର…

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଭାଗ ନେଲେ ୧୬ ବିଦ୍ୟାଳୟ ର ୮୨ ଛାତ୍ର ଛାତ୍ରୀ

Posted by - September 27, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)  ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ…

ଦୁର୍ଘଟଣାରୁ ଅଳ୍ପକେ ବର୍ତୀଲା ଯାତ୍ରୀବାହୀ ବସ

Posted by - October 24, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ କନକଦୁର୍ଗା !ସୂଚନାରୁ ପ୍ରକାଶ ବାଲେଶ୍ବରରୁ ଡଗରା ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ କନକଦୁର୍ଗା ବାଲିଆପାଳ ର ଗଞ୍ଜାଛକରେ…