Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଲାୟନ୍ସ କ୍ଲବ ସଭା ଗୃହରେ ଆଗାମୀ ବର୍ଷ ୨୦୨୩/୨୪ ପାଇଁ ନୂତନ କର୍ମକର୍ତ୍ତା ଚୟନ

299 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଆଗାମୀ ବର୍ଷ ୨୦୨୩/୨୪ ପାଈଁ ଟିଟିଲାଗଡ ଲାୟନ୍ସ କ୍ଳବର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। କ୍ଲବ ସଭାପତି ଶ୍ରୀ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ଲବର ସଭା ଗୃହରେ ଡି ଜି ୟମୁନା ପ୍ରସାଦ ଗୋୟଲଙ୍କ ଉପସ୍ଥିତିରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।

ସଭା ପ୍ର।ରମ୍ଭରେ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରଯାଇଥିଲା। ତାପରେ ଆଗାମୀ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ସଭାପତି ରୂପେ ଶ୍ରୀ ସନ୍ତୋଷ ମହାନ୍ତି, ସମ୍ପାଦକ ଭାବରେ ଅଜିତ ପାତ୍ର, କୋଷାଧ୍ୟକ୍ଷ ଭାବେ ଶ୍ରୀ ସଜ୍ଜନ କମାନି, ପ୍ରଥମ ଉପ ସଭାପତି ଭାବେ ଗଙ୍ଗା ଶର୍ମା ଓ ଦ୍ୱିତୀୟ ଉପ ସଭାପତି ଭାବେ ସଞ୍ଜୟ ସୋନିଙ୍କୁ ଚୟନ କରାଯାଇଛି।

ଏହି ଅବସରରେ କ୍ଳବର ପି ଏମ ସି ସି ସଦସ୍ୟ ଶ୍ରୀ ସଞ୍ଜୟ ସାହୁ, କ୍ଳବର ବରିଷ୍ଠ ସଦସ୍ୟ ଗୋପାଳ ଲାଠ, ରତ୍ନାକର ସାହୁ, ମଦନ ପୃଷ୍ଟି,କ୍ଲବ ସମ୍ପାଦକ ଶୈଳେଶ ଗୋୟଲ, ସର୍ଭିସ ଚେୟାର ପର୍ସନ ଶ୍ରୀ ସଞ୍ଜୟ କୁମାର ନାୟକ, ସଦସ୍ୟ କପିଲ ଜୈନ, ଉମେଶ ଅଗ୍ରୱାଲ, ଲିଓ ଜୋନାଲ ସଦସ୍ୟ ସାହିଲ ମେମନ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Related Post

ସରକାରୀ କ୍ୱଟରଜମି ଉଚ୍ଛେଦ ପରେ ମହିଳା ଗ୍ରୁପକୁ ହସ୍ତାନ୍ତର

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଠାରେ ଆଜି ସରକାରୀକ୍ୱଟର ଜମି ତଥାହସ୍ତ ତନ୍ତ୍ର ସେବା ସମ ବାୟୁ ତାଲିମ କେନ୍ଦ୍ରକୁ କୌଣସି…

ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ ସଂପନ୍ନ

Posted by - August 22, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସହ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ସଂପୂର୍ଣ୍ଣ ସାମ୍ବିଧାନିକ ଓ ଗଣତାନ୍ତ୍ରିକ…

ଆମପାଣି ବୁଢ଼ାରଜା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

Posted by - December 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ବୁଢ଼ାରଜା ହାଇସ୍କୁଲରେ ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ…

ହରିଶଙ୍କର ରେ ବୈଶାଖ ଚତୁର୍ଦଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ….

Posted by - April 19, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଆଗାମୀ ୧୪ରୁ୧୬ତାରିଖ ଯାଏ ତିନି ଦିନ ଧରି ହେବାକୁ ଥିବା ବୈଶାଖ ଚତୁର୍ଦଶୀ…

ଗୋଡଭଗା ଠାରେ ଭାରତ ଗ୍ୟାସର ଶୁଭାରମ୍ଭ କଲେ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ

Posted by - December 9, 2021 0
ବରଗଡ/ଅତାବିରା:ବୁଧବାର ଦିନ ୧୧ ଟା ସମୟରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଠାରେ ପ୍ରଥମ ଥର ପାଇଁ ନୁତନ ଭାବେ ଭାରତ ଗ୍ୟାସର ଶୁଭାରମ୍ଭ…