ବାଳକ ନିଖୋଜ

65 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାଲେପାଲି ଗାଁରେ ଘଟିଛି ଅଘଟଣ । କେନାଲରେ ଗାଧୋଇବାବେଳେ ବାଳକ ନିଖୋଜ । ସାଲେପାଲି ନିକଟରେ ଥିବା କେନାଲ ରେ ୩ ଜଣ ବାଳକ ଗାଧୋଉଥିବା ବେଳେ ଜଣେ ନିଖୋଜ ଥିବା ସୁଚନା ମିଳିଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସାଲେପାଲି ଗାଁର ତିନି ଜଣ ବାଳକ କେନାଲକୁ ଗାଧୋଇବାକୁ ଆସିଥିଲେ । ଗାଧୋଉ ଥିବା ବେଳେ ବୁଲୁ ସାହୁ ନାମକ ଜଣେ ବାଳକ ହଠାତ ପାଣି ସ୍ରୋତରେ ତଳକୁ ଭାସିଯାଇଥିଲେ ।

ଅନ୍ୟ ବାଳକାମାନେ ତାଙ୍କୁ ଡାକି ଥିଲେ ହେଁ ସେ ଉପରକୁ ଉଠି ପାରିନଥିଲେ । ଏନେଇ ସେମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବା ବେଳେ ପରିବାର ଲୋକ କେନାଲରେ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ପତ୍ତା ପାଇ ନଥିଲେ । ପରେ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଜା ଖୋଜି ଚାଲିଥିଲେ ହେଁ ବୁଲୁଙ୍କ ପତ୍ତା ମିଳି ନଥିବା ଜଣା ପଡିଛି ।

 

Related Post

ସାଳଡ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେଲା ସାପ୍ତାହିକ ବୁଧବାର ବଜାର

Posted by - November 24, 2022 0
ସମ୍ବଲପୁର: ୨୩/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମର ପଞ୍ଚାୟତର ଐତିହାସିକ ମଉଲା ଭଣଜା ପର୍ବତର ପାଦ ଦେଶରେ ଆରମ୍ଭ ହେଲା ସାପ୍ତାହିକ ବୁଧବାର…

ଅନୁସୂଚିତ ଜାତି ଓ ଜନଜାତି ର ଔଦ୍ୟଗୀକ ଯୁବକ ଯୁବତୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Posted by - July 22, 2023 0
ମୁନିଗୁଡା :(ରମାକାନ୍ତ ପଡାଲ)”ଜଣେ ବ୍ୟକ୍ତି ମାଲିକ ହେବ ନା ନୌକର ହେବ ,ଏହା ତାର ନିଜସ୍ୱ ପସନ୍ଦ ” ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ଉଦ୍ୟୋଗୀ ଯୁବକ…

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା

Posted by - December 5, 2022 0
ନର୍ଲା:(ଅମିୟ କୁମାର ଦାସ)କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ରୁପ୍ରା ଗ୍ରାମରେ ନବ ନିର୍ମିତ ହୋଇଥିବା ସମାଜର ଇଷ୍ଟଦେବୀ…

ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀଙ୍କ ପ୍ରଥମ ବାର୍ଷିକ ଉତ୍ସବ

Posted by - January 16, 2023 0
ବେଲଗୁଣ୍ଠା::୧୫/୦୧(ସୁଶାନ୍ତ କୁମାର ବେହେରା )ଗଂଜାମ ବେଲଗୁଣ୍ଠା ଖଦାଳ ସାହି ସ୍ଥିତ ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି…