ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ,ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ

265 0

ପୁରୀ: ପୁଣି ଏକ ଗଣଦୁଷ୍କର୍ମର ଅଭିଯୋଗ ଆସିଛି।  ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ପୁରୀର କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୁରୀର ଝାଡ଼େଶ୍ବରୀ କ୍ଲବ୍‌ ନିକଟ ଏକ କ୍ବାଟର୍ସରେ ଏହି ଗଣଦୁଷ୍କର୍ମ ହୋଇଥିବା ସୂଚନା ରହିଛି। ସବୁଠାରୁ ସାଘାତିକ କଥା ହେଲା, ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ସଂସ୍ଲିଷ୍ଟ ବୋଲି ପୀଡ଼ିତା ଅଭିଯୋଗ କରିଥିବା ସୂଚନା ରହିଛି।ଲିଫ୍ଟ ଦେବା ସମୟରେ ଜଣେ ନିଜର ପୁଲିସ ପରିଚୟ ପତ୍ର ଦେଖାଇଥିଲେ । ଏହାପରେ ଯୁବତୀ ଜଣଙ୍କ ବିଶ୍ୱାସ କରି ବସିଥିବା କଥା କହିଛନ୍ତି । ଏହାପରେ ନିମାପଡାରୁ ନେଇ ପୁରୀର ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁରୀ ଏସ୍‌ପି ଏ ନେଇ ଯୁବତୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।

Facebook Notice for EU! You need to login to view and post FB Comments!

Related Post

ନୀଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ

Posted by - October 5, 2019 0
ବାଲେଶ୍ୱର, ଅକ୍ଟୋବର ୦୪: ବାଲେଶ୍ୱର ଜିଲ୍ଲା ତହସିଲ କାର୍ଯ୍ୟାଳୟ ପରିସରରେ ମୋହରିର ଚାଳିଆ ଉଚ୍ଛେଦ କାର୍ଯ୍ୟରୁ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମୋହରିର…

ଓଡିଶା ପ୍ରଦେଶ କଂଗ୍ରେସର ନୂଆ ନେତୃତ୍ୱ ନେଲେ ଶରତ ପଟ୍ଟନାୟକ

Posted by - May 24, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବହୁଦିନ ର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜାତୀୟ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସ ର ସଭାପତି…

ଏ.ଆଇ.ଏସ୍.ଏଫ୍ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ୍ ଆନ୍ଦୋଳନ,ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଆହ୍ୱାନ

Posted by - June 3, 2021 0
ଭୁବନେଶ୍ୱର: କରୋନା ମହାମାରୀ ମୁକାଵିଲାର ଭୁଲ ପରିଚାଳନା ପାଇଁ ସମଗ୍ର ଦେଶରେ ଶିକ୍ଷା ସଵୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ଵନ୍ଦ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ତୃଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ପଛୁଆ ବର୍ଗ ଜାତି ସମୁହର ବନ୍ଦ ଡ଼ାକରା

Posted by - October 26, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି। ଏହି ତାଲିକା ପ୍ରସ୍ତୁତି ସମୟରେ ପଛୁଆବର୍ଗ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରେସ ବାର୍ତ୍ତା

Posted by - May 22, 2021 0
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରାକ୍ ପ୍ରସ୍ତୁତି ତ୍ବରାନ୍ବିତ କରିଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ଯଜୀବୀମାନଙ୍କୁ ଫେରାଇ ଅଣାଯାଇଛି। ସମ୍ପୂର୍ଣ୍ଣ…

Leave a comment

Your email address will not be published.