Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଟିଟିଲାଗଡ ରାଧାକୃଷ୍ଣ ମନ୍ଦିରରେ ସୁନ୍ଦରାକାଣ୍ଡ ପଠନ

117 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ରାଧାକୃଷ୍ଣ ମନ୍ଦିରରେ ମାସର ପ୍ରତ୍ୟେକ ଶେଷ ଶନିବାର କମିଟି ପକ୍ଷରୁ ସୁନ୍ଦରାକାଣ୍ଡ ପଠନ କରାଯାଉଛି। ଏହି ପଠନ ସମୟରେ କମିଟିର ପୁରୁଷ ଓ ମହିଳା ସଦସ୍ୟ ତଥା ସହରର ବହୁତ ଭକ୍ତ ଉପସ୍ଥିତ ରହି ଏହାର ସୌଭାଗ୍ୟ ଅର୍ଜନ ଲାଭ କରୁଛନ୍ତି। କମିଟି ସଭାପତି ପ୍ରକାଶ ଅଗ୍ରୱାଲ, ସମ୍ପାଦକ ସୋହନ ଲାଲ ଗୁପ୍ତା, କୋଷାଧ୍ୟକ୍ଷ ଅମରନାଥ ସିଙ୍ଗଲ ଓ କମିଟିର ଅନ୍ୟ ସଦସ୍ୟଙ୍କ ଦ୍ୱାରା ଏହି ପଠନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଚାପ ଗ୍ରସ୍ତ ଜୀବନରୁ ଉଦ୍ଧାର ପାଇବା ପାଇଁ ପ୍ରଭୁଙ୍କୁ ସ୍ମରଣ କଲେ ନିଜକୁ ଶାନ୍ତି ଅନୁଭବ ହୁଏ ବୋଲି ଭକ୍ତ ମାନେ ମତପ୍ରକାଶ କରିଛନ୍ତି।

Related Post

ଜୟପାଟଣା ନିକଟସ୍ଥ ବିମଳା ଗ୍ରାମରେ ଘୃତଯଜ୍ଞ ଅନୁଷ୍ଠିତ

Posted by - October 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମ ଠାରେ ପରମ ପୂଜ୍ୟ ମହିମା ସାଧୁ ବ୍ରହ୍ମ୍ ଅବଧୂତ ବ୍ରହ୍ମଚାରୀ…

ଜନସଂଖ୍ୟା ଆଇନ ପ୍ରଣୟନ ଦାବୀ ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Posted by - December 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଦେଶରେ ଏକ ଦୃଢ ଜନସଂଖ୍ୟା ଆଇନ ପ୍ରଣୟନ ଦାବୀ ରେ ଜିଲ୍ଲା ସଭାପତି ଶ୍ରୀ କେଦାର…

ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ

Posted by - July 27, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ । ଗାଁର ପ୍ରମୋଦ ବେହେରାଙ୍କ ଘରେ ଇଲେକ୍ଟ୍ରି ସଟସର୍କିଟରୁ ନିଆଁ…

ମଙ୍ଗଳବାର ମାଁ ଭଣ୍ଡାର ଘରଣୀ ଙ୍କ ଚୈତ୍ର ଯାତ୍ରା।,ଆରମ୍ଭ ହେଲା ମାଁ ଙ୍କ ନଗର ପରିକ୍ରମା

Posted by - March 27, 2023 0
ଧର୍ମଗଡ:୨୬/୨ ୩ (ହେମନ୍ତ କୁମାର ମାଝୀ )ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଚୈତ୍ର ଯାତ୍ରା ଆସନ୍ତା ୨୮ ତାରିଖ ମଙ୍ଗଳବାର ଦିନ…

ନବରଙ୍ଗପୁର ଚାଉରିଆ ଗୁଡ଼ା LN ଜୈନ ଙ୍କ ବାସଭବନ ରେ ୧୫୯ ତମ ମର୍ଯ୍ୟାଦା ମହୋତ୍ସବ

Posted by - February 1, 2023 0
ନବରଙ୍ଗପୁର :୨୮/୦୧(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଚାଉରିଆ ଗୁଡ଼ା LN ଜୈନ ଙ୍କ ବାସଭବନ ରେ ୧୫୯ ତମ ମର୍ଯ୍ୟାଦା ମହୋତ୍ସବର ଭବ୍ୟ ଅୟୋଜନ ମର୍ଯ୍ୟାଦା ତେରପନ୍ଥ…