Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଉପଜିଲ୍ଲାପାଳ ଙ୍କ ଆଶାଳୀନ ବ୍ୟବହାର ନେଇ ମାନବାଧିକାର ଆୟୋଗ ଙ୍କ ଦ୍ୱାରସ୍ଥ

77 0

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ବୌଦ୍ଧ ଜିଲ୍ଲା ଉପ ଜିଲ୍ଲାପାଳ ରବିନ୍ଦ୍ର ନାଥ କଅଁର ଙ୍କ ବିରୋଧ ରେ ରାଜ୍ୟ ମାନବାଧିକାର ଆୟୋଗ ଙ୍କ ଠାରେ ଅଭିଯୋଗ ହୋଇଛି l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲି ପଂଚାୟତ ସରପଞ୍ଚ ଗହଳ ମିଶ୍ର ଙ୍କ ସ୍ୱାମୀ ରମେଶ ମିଶ୍ର ଙ୍କୁ ଉପଜିଲ୍ଲାପାଳ ଶ୍ରୀ କଅଁର ଧକ୍କା ମାରିବା ସହିତ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି l ଏନେଇ ମିଶ୍ର ଙ୍କ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରି ସୁବର୍ଣ୍ଣପୁର ଜିଲ୍ଲା ର ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ ଉପଜିଲ୍ଲାପାଳ ଙ୍କ ବିରୋଧ ରେ ରାଜ୍ୟ ମାନବାଧିକାର ଆୟୋଗ ଙ୍କ ଠାରେ ଅଭିଯୋଗ କରିଥିବା ଜଣାଇଛନ୍ତି l ରାଜ୍ୟ ଏନେଇ 89 IN 2023ରେ ରେଜିଷ୍ଟ୍ରି ହୋଇଥିବା କହିଛନ୍ତି ଆଇନଜୀବୀ ବେଦବାକ l

 

Related Post

ଜହ୍ନାପଡା ଗ୍ରାମର ରାସ୍ତାକୁ ମରାମତି ପାଇଁ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ

Posted by - October 27, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଜହ୍ନାପଡା ଗ୍ରାମର ରାସ୍ତା ଦିର୍ଘ ଦିନରୁ ସୋଚନିୟ ଅବସ୍ଥାରେ ପଡିରହିଥିବାବେଲେ । ଦେବାହାଲ ରୁ ଜହ୍ନାପଡା ଗ୍ରାମର ମୁଖ୍ୟରାସ୍ତା ଟି ପ୍ରଧାନମନ୍ତ୍ରି…

ଆକ୍ସନ ମୋଡ଼ରେ ବୌଦ୍ଧ ଜିଲ୍ଲାପାଳ

Posted by - September 18, 2022 0
ବୌଦ୍ଧ:  (ଚିତ୍ତରଞ୍ଜନ ସିଂ) ଅପରାହ୍ନ ୩ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ ପାଇଁ ପ୍ରସ୍ତୁତି…

ଦୋକନ ଭିତରକୁ ପସିଲା ଟ୍ରକ, ୩ ଆହତ

Posted by - September 7, 2021 0
ବୌଦ୍ଧ୬/୯(ଚିତ ରଂଜନ ସିଂ) ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଲୁଣିବାହାଲ ଠାରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ଟ୍ରକ । ଫଳରେ…

ଗାଧୋଇବାକୁ ଯାଇ ନାଳରେ ବୁଡ଼ି ୧ ମୃତ

Posted by - December 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ସଙ୍କୁଲୋଇ ଗ୍ରାମ ପଂଚାୟତର ବରଝୁଲି ଗ୍ରାମର ଧର୍ମୁ ପ୍ରଧାନ( ୬୦) ଗ୍ରାମ ନିକଟରେ ଥିବା ଶଗଡିଆ ନାଳ କୁ ଆଜି…