Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଯାଜପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

83 0

ଯାଜପୁର:ବିଜେପି ସରକାର ଏବଂ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କଂଗ୍ରେସର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଦୀଙ୍କର ଭାରତ ଯୋଡ଼ ଯାତ୍ରାର ଲୋକପ୍ରିୟତାରେ ଭୟଭୀତ ହୋଇ ବିରୋଧି ଦଳର ସ୍ୱରକୁ କଂଣ୍ଠରୋଧ କରିବା ପାଇଁ ସମ୍ବିଧାନ ବର୍ହିଭୂତ ଆଇନର ପ୍ରୟୋଗ କରି ସାଂସଦ ପଦ ରଦ୍ଧ ବିରୁଧରେ ଯାଜପୁର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକରେ ଏକ ବିକ୍ଷୋଭ  ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା 

ପିସିସି ସଭ୍ୟ ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ୱରେ ଏହି ବିକ୍ଷୋଭ  ପ୍ରତିବାଦରେ ସୁରଟ କୋର୍ଟର ରାୟକୁ ଅପିଲ ସମୟ ଏକମାସ ଥିବାବେଳେ ଅସାମ୍ବିଧାନିକ  ତରଭରିଆଭାବେ ପାଲ୍ୟାମେଟ୍ରେ ତାଙ୍କର ସାଂସଦ ପଦ ରଦ୍ଧ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀଙ୍କର ଏହି ହୀନମନ୍ୟତା ବିରୁଦ୍ଧରେ ସ୍ଲେଗାନ  ବିରୋଧୀ ଦଳ ମୁକ୍ତ ଭାରତ ବର୍ଷ କରିବା ପାଇଁ ଯେଉଁ ହୀନ ଚକ୍ରାନ୍ତ ଚଳାଇଛନ୍ତି ତାହା ସଫଳ ହେବ ନାହିଁ ବୋଲି ଉପସ୍ଥିତ ମେତୃ ମଣ୍ଡଳୀମାନେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି 

ଏହି ବିକ୍ଷୋଭ  ପ୍ରତିବାଦ ସଭାରେ ସବଶ୍ରୀ ଦିଗାମ୍ବର କରବିଷ୍ଣୁଚରଣ ରାଉତବଳଭଦ୍ର ଦାସ ପ୍ରମୁଖ ଉପସ୍ଥିତ ହୋଇ ବିକ୍ଷୋଭ ପଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତଳିକା ଦାହ କରିଥିଲେ  ଆଗାମୀ ଦିନରେ ବିଜେପି ସରକାରର ହୀନମାନ୍ୟତା ବିରୁଦ୍ଧରେ ଆନ୍ଦୋଳନକୁ ତିବ୍ରତର କରାଯିବା ବୋଲି ଚେତାବନୀ ଦିଆଯାଇଛି 

Related Post

ଐତିହାସିକ ପ୍ରସିଦ୍ଧ ସୋମେଶ୍ଵର ମହାଦେବ ମନ୍ଦିର କୁ ଲାଗି ରହିଛ ଅଳିଆ ଆବର୍ଜନା ପୂର୍ଣ୍ଣ ପଦ୍ମ ପୁଷ୍କରିଣୀ

Posted by - April 24, 2022 0
ବଙ୍ଗୋମୁଣ୍ଡା  : (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଇଲାକା ଝରିଆଲ ପଞ୍ଚାୟତ ତଥା ପଶ୍ଚିମ ଓଡିଶାର ପବିତ୍ର କର୍ତ୍ତିରାଜି  ଓ ଐତିହାସିକ…

୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ହାତରେ ସରକାରୀ ବାବୁ

Posted by - November 12, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସରକାରୀ ବାବୁ ମାନଙ୍କର ଲାଞ୍ଚ ମାଗିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି l ତେବେ ଲାଞ୍ଚ ଦୁର୍ନୀତିଆଙ୍କ ଚେର ଏତେ ଗଭୀର ଯେ ତାର…

ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଓ ସଦସ୍ୟ ସଦସ୍ୟା ଙ୍କ ଯୋଗଦାନ

Posted by - May 23, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର ଙ୍କ ବିଜ୍ଞପ୍ତି ସଂଖ୍ୟା ୯୬୩୦ ତାରିଖ ୧୨.୦୫.୨୦୨୩ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ର ଶିଶୁ…

୧୫ଲକ୍ଷ ଲୁଟ ଘଟଣା ରେ ଅଭିଯୁକ୍ତ ମାଁ ପୁଅ ଗିରଫ

Posted by - February 13, 2022 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହରର ଗେଙ୍ଗୁଟିପାଲି ରେ ସ୍ୱଷ୍ଠ ଦିବାଲୋକରେ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆଜି…