Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବର୍ଷା ପାଇଁ ଫିକା ପଡିଲା ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା

116 0

ଯାଜପୁର:ବର୍ଷା ପାଇଁ ଫିକା ପଡିଲା ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ଗତକାଲି ପଶ୍ଚିମା ଝଡ଼ ର ପ୍ରଭାବ ରେ ଯାଜପୁର ବାରୁଣୀ ମେଳା ପ୍ରଭାବିତ ହୋଇଛି। ମେଳା ରେ ଥିବା ବିଭିନ୍ନ ଷ୍ଟଲ ଗୁଡିକ ଭାଙ୍ଗିରୁଜି ଯାଇଛି। ଫଳରେ ନିରାଶ ହୋଇଛନ୍ତି ବ୍ୟବସାୟୀ।

ଗ୍ରାହକ ମାନେ ମଧ୍ୟ ମେଳା କୁ ଯିବାକୁ ପସନ୍ଦ କରୁନାହାନ୍ତି। ପ୍ରତିକୂଳ ପାଗ ଯୋଗୁ ବାରୁଣୀ ମେଳାରେ ଭିଡ଼ ଦେଖିବାକୁ ମିଳୁନାହିଁ। ଆଜି ମଧ୍ୟ ପାଗ କୋହଲା ରହିତଯିବାରୁ ପୁଣି ପଶ୍ଚିମା ଝଡ ହେବାର ଆଶଙ୍କା ରହିଛି। ସେଥିପାଇଁ ଚିନ୍ତା ରେ ବ୍ୟବସାୟୀ।

Related Post

ମହାରାଷ୍ଟ୍ରରୁ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି ମହେଶର

Posted by - April 8, 2020 2,257
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା…

ମେରୁଯାତ୍ରା ଉଦଯାପିତ,ବହୁ ସଂଖ୍ୟlରେ ଭକ୍ତମାନଙ୍କ ସମାଗମ

Posted by - April 15, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ପବିତ୍ର ଚୈତ୍ରମାସ ର ବିଷୁବ ସଂକ୍ରାନ୍ତିକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତିବା ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ!ଏହି ଚୈତ୍ର ମାସ ଏକ ପବିତ୍ର…

ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ : ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ୍ ପରିସର ମନା

Posted by - July 12, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍କୁଲ୍ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ଏହିଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର…

ଯାଜପୁର ବିକାଶ ମଞ୍ଚ ର ଶୀତ ଉତ୍ସବ

Posted by - January 13, 2023 0
ଭୁବନେଶ୍ବର :୧୨/୦୧(ପାୟଲ ରାଉତ )ଯାଜପୁର ସଦର ଯାଜପୁର ବିକାଶ ମଞ୍ଚ ର ଶୀତ ଉତ୍ସବ ଆରମ୍ଭ ହୋଇଛି। ଶୀତ ବସ୍ତ୍ର ସଂଗ୍ରହ ଓ ବିତରଣ ସପ୍ତାହ କାର୍ଯ୍ୟକ୍ରମ…

୬୦ ପରିବାରରେ ଗୋଟିଏ ନଳକୂପ, ପାଣି ପାଇଁଁହନ୍ତସନ୍ତ ତେନ୍ତୁଳିସାହି ବାସିନ୍ଧା

Posted by - June 23, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ମଥୁରା ଗ୍ରାମପଞ୍ଚାୟତ କେଲାକଟାଗ୍ରାମର ୧୧ନମ୍ବର ଓ୍ବାଡ୍ ତେନ୍ତୁଳିସାହିରେ ପିଇବାପାଣିର ସମସ୍ୟା ହେଉଥିବାରୁ ସ୍ଥାନିୟଲୋକମାନେ ପାଣିପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି…