ମନମୁଖୀ କାର୍ଯ୍ୟ କଲାପରେ ଅତିଷ୍ଟ ହୋଇ ନିର୍ବାହୀ ଅଧିକାରୀ ଙ୍କ ବଦଳି ଦାବିରେ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ସମସ୍ତ କାଉନସିଲର

47 0

କେସିଙ୍ଗା :(ପ୍ରିଟେସ ପଟେଲ୍) କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ କାର୍ଯ୍ୟରତ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କିରନ୍ ବେହେରା ଙ୍କ ଯୋଗଦାନ କରିବା ଦିନ ଠାରୁ ସବୁସମୟରେ ସମସ୍ୟା ରହୁଥିବା କାଉନସିଲର ମାନେ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛନ୍ତି।ଏମିତିକି ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକ ମଧ୍ୟ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଙ୍କୁ କାର୍ଯୟନିର୍ବାହୀ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାିଁ l କୌଣସି କାଉନସିଲର କିମ୍ବା ଜନସାଧାରଣ ଙ୍କ କଥା ଶୁଣୁ ନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।

ଏ ଠାରେ କହିରଖୁଚୁ ଯେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବ୍ୟବହାର ରେ ବିରକ୍ତ ହୋଇ ଜଣେ କର୍ମଚାରୀ ଚାକିରିରୁ ଇସ୍ତା ଫା ଦେଇ ଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଙ୍କୁ ବିନା କାରଣରେ କାର୍ଯ୍ୟ ରୁ ବାହାର କରି ଦେଇଥିବା ଅଭିଯୋଗ ହେଇଛି। ଏ ହିଁ ସବୁ କାର୍ଯ୍ୟ କଲାପ୍ କୁ ଦୃଷ୍ଟି ରେ ରଖି କେସିଙ୍ଗା ଏନ୍ ଏ ସି ର ଜନସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟିରୁ ପୌର ପରିଷଦ ର ସମସ୍ତ ନିର୍ବାଚିତ କାଉନସିଲର ଗତ ୧୫ ତାରିଖ ଦିନ ଜିଲ୍ଲପାଳଙ୍କୁ ସାକ୍ଷାତ କରି କାର୍ଯୟନିର୍ବାହୀ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ।

ଏ ହିଁ ବିଷୟ ରେ ଆମେ ନଗର ପାଳ ନୃପ ରାଜ ଯାଦବ ଙ୍କୁ ତାଙ୍କ ପ୍ରତିକ୍ରିୟା ମାଗିବା ରୁ ସେ କହିଥିଲେ ଯେ କାଉନସିଲର ମାନେ ମୋତେ ମଧ୍ୟ ଗୋଟିଏ କପି ଦେଇଛନ୍ତି।ଓ ବିଭିନ୍ନ ସମୟରେ ଜନସାଧାରଣ ମଧ୍ୟ ମୋ ପାଖକୁ ଆସି କାର୍ଯୟନିର୍ବାହୀ ଅଧିକାରୀ ଙ୍କ ବିଷୟରେ ଅଭିଯୋଗ କରୁଛନ୍ତି।ମୁ ଏ ହିଁ ବାବଦରେ ଯଥା ଶୀଘ୍ର ଜିଲ୍ଲାପାଳ ମହାଦୟା ଙ୍କୁ ସାକ୍ଷାତ କରି ସମସ୍ୟା ର ସମାଧାନ ବାଟ କାଢିବା ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।

 

Related Post

ମାଇକଞ୍ଚ ଗୁଳିକାଣ୍ଡର ୨୨ ବର୍ଷ ଫୁର୍ତ୍ତି ପରେ ସହିଦଙ୍କୁ ଭୁଲି ଗଲେ ସଂଗ୍ରାମୀ

Posted by - December 18, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ବିଶ୍ୱ ପ୍ରସିଦ୍ଧ ମାଇକଞ୍ଚ ଗୁଳିକାଣ୍ଡ ରେ ତିନିଜଣ ସଂଗ୍ରାମୀ କାଶୀପୁର ଅଞ୍ଚଳର ଜଳ, ଜମି, ଜଙ୍ଗଲ ଓ ନିଜର ଭିଟାମାଟି ର ସୁରକ୍ଷା ପାଇଁ…

କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି, ବ୍ୟାପକ କ୍ଷୟକ୍ଷତି

Posted by - August 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସଡକ ଧୋଇଯିବା ଯୋଗୁଁ ଅନେକ ଗ୍ରାମ…

ଖପ୍ରାଖୋଲ ବ୍ଲକରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

Posted by - February 16, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସାରା ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାର…

ଯାଜପୁର ବିକାଶ ମଂଚ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ 

Posted by - January 3, 2022 0
ଯାଜପୁର :ଗରିବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିବା ପାଇଁ ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯାଜପୁର ବିକାଶ ମଂଚ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନିଜ ପାଖରେ ଥିବା ବଳକା ଶୀତ ବସ୍ତ୍ର ଓ ଅନ୍ୟାନ୍ୟ କପଡା ମଂଚ ପକ୍ଷରୁ ସଂଗ୍ରହ କରାଯାଇ ଗରିବ ଲୋକଙ୍କୁ ବଂଟନ କରାଯାଉଛି । ଯେଉଁମାନଙ୍କ ପାଖରେ ଏଭଳି କପଡା ରହିଛି ସେମାନଙ୍କୁ ଆଣି କିଆନାଳି ଛକ  ଠାରେ ଖୋଲାଯାଇଥିବା ସଂଗ୍ରହ କେନ୍ଦ୍ରରେ ଦେଇପାରିବେ ବୋଲି ମଂଚ ପକ୍ଷରୁ ଅନୁରୋଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଯାଜପୁର ଥାନା ଅଧିକାରୀ,ସବଜେଲର ଙ୍କ ସତେମ ଶିକ୍ଷାବିତ ଓ ବୁଦ୍ଧାଜିବି ମାନେ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ପଲସାଗୋରାରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସଭା 

Posted by - October 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ପଲସାଗୋରା ଠାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଏବଂ ସଭା ଅନୁଷ୍ଠିତ…