ସୁନ୍ଦର ପ୍ରକାଶ ହେଲେ ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଞ୍ଚ ର ରାଷ୍ଟ୍ରୀୟ ସମ୍ପାଦକ

36 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବିଶିଷ୍ଟ ସାମାଜିକ ସଂଗଠନ ଅଖିଳ ଭାରତୀୟ ମାରୱାଡ଼ି ଯୁବ ମଞ୍ଚ ର ରାଷ୍ଟ୍ରୀୟ ସମ୍ପାଦକ ହେଲେ ମାରୱାଡ଼ି ଯୁବ ମଞ୍ଚ, ବୌଦ୍ଧ ଶାଖା ର ସିଏ ସୁନ୍ଦର ପ୍ରକାଶ। ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେନ୍ଦ୍ର ଭଟ୍ଟର ସୁନ୍ଦର ପ୍ରକାଶ ଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉ କି ସୁନ୍ଦର ପ୍ରକାଶ ତାଙ୍କର କର୍ମ ଜୀବନ ରେ ବୌଦ୍ଧ ର ବିଭିନ୍ନ ସାମାଜିକ ସଂଗଠନ ରେ ସକ୍ରିୟ ଅଛନ୍ତି ଓ ତତ୍ସହିତ ଅଖିଳ ଭାରତୀୟ ମାରୱାଡ଼ି ଯୁବ ମଞ୍ଚ ର ବର୍ତ୍ତମାନ ରେ ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅଛନ୍ତି।

ଏହି ଖବର ପାଇବା ପରେ ସମଗ୍ର ବୌଦ୍ଧ ରେ ଏକ ଆନନ୍ଦ ର ଲହରୀ ଖେଳି ଯାଇଛି। ବର୍ତ୍ତମାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କପିଳ ଲଖୋଟିଆ, ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ର ପ୍ରାନ୍ତୀୟ ଉପାଧ୍ୟକ୍ଷ କେତନ କୁମାର ଅଗ୍ରୱାଲ ଏବଂ ବୌଦ୍ଧ ଶାଖା ସଭାପତି ଶ୍ରୀ ଅଙ୍କିତ ଅଗ୍ରୱାଲ ପ୍ରମୁଖ ଏହି ଅବସରରେ ସୁନ୍ଦର ପ୍ରକାଶ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related Post

ବେଆଇନ ପଥର ଉତ୍ତୋଳନ କେନ୍ଦ୍ର ରେ ଚଢ଼ାଉ କଲେ ହରଭଙ୍ଗା ତହସିଲଦାର

Posted by - March 11, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା  ମହାନଦୀ ଉପରେ  ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା…

ହରଭଙ୍ଗା ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ମହାଘୋଟାଲା,ଶହଶହ ହିତାଧିକାରୀ ବି ଡ଼ି ଓ ଙ୍କୁ ଅଭିଯୋଗ

Posted by - January 19, 2023 0
ହରଭଙ୍ଗା :୧୮/୦୧( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ମହାଘୋଟାଲା!ଆଜି ଏହି ଆବାସ ଯୋଜନା ନେଇ ଶତାଧିକ ହିତାଧିକାରୀ ବ୍ଲକ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତଳିକା ଦାହ

Posted by - December 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କେନ୍ଦ୍ରସରକାରଙ୍କ ତୃଟିପୂର୍ଣ୍ଣ କୃଷି ବିଲ ପ୍ରତିବାଦରେ ସାରା ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଯାଜପୁରରେ ଏହାର ପ୍ରତିବାଦ କରିଛି ନବ ନିର୍ମାଣ…

ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 18, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ…

ହଜି ଥିବା ବ୍ୟାଗ ମିଳିଲା ,ନଚେତ ଆତ୍ମହତ୍ୟା କରିଥାନ୍ତେ

Posted by - June 25, 2021 0
ମାଲକାନଗିରି:(ଅବଦୁଲ ଗନି) ଜିଲ୍ଲା ଖଇରପୁଟ ବ୍ଲକବଣ୍ଡା ଘାଟି ବଡପଡ଼ା ଗ୍ରାମର ଗୁରୁବାରୀ ସୀସା ନାମ୍ନୀ ଜଣେ ବୃଦ୍ଧା ଗତକାଲି ଖଇରପୁଟ ରେ ଟଙ୍କା ଉଠାଇବା କୁ ଆସି…