Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଅଷ୍ଟ ପ୍ରହରୀ ବ୍ରହ୍ମ ନାମ ସହିତ ଉଦଯାପିତ ହେଲା ତୃତୀୟ ବିଶ୍ଵଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା 

36 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମ ର ଗୁହିରାଟିକିରାଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ  ବିଶ୍ଵଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା ଶୁକ୍ରବାର ଉଦଯାପିତ ହୋଇଯାଇଛି।ବୁଧବାର କଳସ ଶୋଭାଯାତ୍ରା,ଗୁରୁବାର ଅଲେଖ ବ୍ରହ୍ମ ନାମ ଏବଂ ଶୁକ୍ରବାର ବ୍ରହ୍ମଧ୍ଵନିର ପୂର୍ଣାହୁତି ହୋଇଥିଲା।ଅଷ୍ଟ ପ୍ରହରୀ ବ୍ରହ୍ମ ନାମରେ ଆଖ ପାଖର ୧ ୪ ଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ।

ଶୁକ୍ରବାର ସକାଳେ ବ୍ରହ୍ମ ନାମ ନଗର ପରିକ୍ରମା ପରେ ଉଦଯାପିତ ହୋଇଥିଲା।କାର୍ଯ୍ୟକ୍ରମରେ ବ୍ରହ୍ମ।ବଧୂତ ଆନନ୍ଦ ଚନ୍ଦ୍ର ବାବା, ବ୍ରହ୍ମ।ବଧୂତ କୂଳଧର ବାବା, ସାଧୁ କୂଳଚଂଦ୍ର ଦାସ ଓ ମହିମା ସମାଜ ଲତା ଆଶ୍ରମ ପରିଚାଳନା ସମିତିର ସଭାପତି ନନ୍ଦି କିଶୋର କଲତା ଓ ସମସ୍ତ ସିଦ୍ଧ ସାଧୁ ବୈରାଗୀ ବୃନ୍ଦ ଏବଂ ଗ୍ରାମବାସୀ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

Related Post

୫ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

Posted by - June 2, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାର ୨୪ ଟି ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇ…

ମୋଟୁ ସାବେରି ନଦୀ ଠାରୁ ଓଜଣା ମୃତ ଦେହ ଉଦ୍ଧାର

Posted by - April 6, 2022 0
କାଲିମେଳା;(ଅବଦୁଲ ଗନି)ଘଟଣା ମୁତାବକ  ଦିନ ୩ଟା ସମୟରେ କାଲିମେଳା ବ୍ଲକ ସୀମାନ୍ତ ମୋଟୁ ର ପୂର୍ବପଟେ ପ୍ରଭାବିତ ହେଉଥିବା ସାବେରୀ ନଦୀକୁ କିଛି ଲୋକ ଗାଧେଇବାକୁ ଯାଇ…

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - July 28, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୭୬ ତମ ଜିଲ୍ଲାସ୍ତରୀୟ…

ବାଇକ ଆରୋହୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ

Posted by - May 25, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ): ସୁବର୍ଣ୍ଣପୂର ଜିଲ୍ଲା ଖାରି- ବଇରଖମନ୍ ରାସ୍ତା ମଧ୍ୟରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ । ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା…