Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଆଗକୁ ପୁରାଣ ପ୍ରସିଦ୍ଧ ବାରୁଣୀ ବୁଡ଼। କିନ୍ତୁ ଏହା ପୂର୍ବରୁ ଦେଖାଦେଇଛି ବିବାଦ

143 0

ଯାଜପୁର :ଆଗକୁ ପୁରାଣ ପ୍ରସିଦ୍ଧ ବାରୁଣୀ ବୁଡ଼। କିନ୍ତୁ ଏହା ପୂର୍ବରୁ ଦେଖାଦେଇଛି ବିବାଦ। ଏହି ବାରୁଣୀ ବୁଡ଼ ବରାହ ନାଥ ଙ୍କ ପୀଠ ନିକଟରେ ପବିତ୍ର ବୈତରଣୀ ନଦୀ ରେ ହୋଇଥାଏ। କିନ୍ତୁ ଏହି ବାରୁଣୀ ବୁଡ଼ କୁ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ହରନ୍ତେଶ୍ୱର ନିକଟରେ କରିବାକୁ ଦାବି କରିଥିଲେ।

ଯାହାକୁ ବିରୋଧ କରି ବ୍ରାହ୍ମଣ ମାନେ ଜିଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ସ୍ଥାନ ପରିବର୍ତ୍ତନ ହେଲେ ବ୍ରାହ୍ମଣ ମାନେ ସେମାନଙ୍କ ଜୀବିକା ହରାଇବେ। ତେଣୁ ଏ ଦିଗ ରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।ସେପଟେ  ହରନ୍ତେଶ୍ୱର ଟି ବହୁ ପ୍ରାଚୀନ ଓ ଏହାକୁ ନେଇ ଅନେକ କିମ୍ବଦନ୍ତୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

Related Post

କେସିଙ୍ଗା ତେଲ ନଦୀ ମହଦା ଘାଟରୁ ଚୋରା ବାଲି ଚାଲାଣ , ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ ହାନି

Posted by - February 15, 2023 0
କେସିଙ୍ଗା :(ପ୍ରିତେଶ ପଟେଲ) କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ସୀମାରେ ଅବସ୍ଥିତ କେସିଙ୍ଗା ତେଲ ନଦୀ କେସିଙ୍ଗା ସହର ରୁ ଦୁଇ କିଲୋମିଟର ଓ ବଲାଙ୍ଗିର ଜିଲ୍ଲାର…

କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରପଂ ହେଲେ ଅଧ୍ୟାପକ

Posted by - August 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରପଂ ହେଲେ ଅଧ୍ୟାପକ । ଯାଜପୁର ଚିତାଳୋ କଲେଜର ଅଧ୍ୟାପକ ନିରଂଜନ ପଣ୍ଡାଙ୍କ ବିରୋଧରେ ଖୋଦ କଲେଜ…

ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

Posted by - November 11, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହୁତି ଉଦ୍ୟମ କରୁଥିବା ସମୟରେ ପୋଲିସ କାବୁ କରି ଉକ୍ତ…

ବୁର୍ଲା ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଆଇନଜୀବୀ ତଥା ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ

Posted by - November 13, 2022 0
ସମ୍ବଲପୁର: ୧୩/୧୧ (ରମାକାନ୍ତ ବିଶ୍ବାଳ) ଶିକ୍ଷା ନଗରୀ ବୁର୍ଲା ସହରରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସାଙ୍ଗକୁ ବ୍ୟାପକ ଭାବେ ନିଶା କାରବାର ହେବା…

ରଥ ପାଇଁ ବଦଳିଲା ରାସ୍ତାର ଠିକଣା, ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

Posted by - July 4, 2019 0
ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍‌ ରୁଟ୍‌ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ…