ବୌଦ୍ଧ: ବାଉଁଶୁଣୀ ଛକ ନିକଟରେ ସରକାରୀ ଜମିରେ ଥିବା ଘର ଉଚ୍ଛେଦ ବେଳେ ବିଷ ପିଇଲେ ମହିଳା। ଅନୁରୋଧ ସତ୍ତ୍ୱେ ପ୍ରଶାସନ ନଶୁଣିବାରୁ ଚରମ ପଦକ୍ଷେପ ମହିଳା ନେଲେ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ଉଚ୍ଛେଦ କାମ ବନ୍ଦ

33 0

Related Post