Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଏଟିଏମ୍ ପାଇଁ ଟଙ୍କା ନେଇ ଯାଉଥିବା ଗାଡ଼ି ଓଲଟିଲା

36 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଲଟି ପଡିଲା ଟଙ୍କା ଭର୍ତ୍ତି ଗାଡି । ସୁବର୍ଣ୍ଣପୁର – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସୁବର୍ଣ୍ଣପୁର ଜିଲ୍ଲାର ଖମ୍ବେଶ୍ବରିପାଲି ନିକଟରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସି ପଡିଲା ଟଙ୍କା ଭର୍ତ୍ତି ଗାଡ଼ି ।

ବଲାଙ୍ଗିର ପଟୁ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସୁଥିବା ଏହି ଗାଡିଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି । ଫଳରେ ଗାଡି ଭିତରେ ଥିବା ଜଣେ ବ୍ୟାଙ୍କ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ଥାନୀୟ ପୋଲିସ ଗାଡ଼ିରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଂଚି ଅଧିକ ଅନୁସନ୍ଧାନ କରୁଛି ।

 

Related Post

ଯାଜପୁର ରେ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ।

Posted by - April 1, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଉତ୍କଳ ଦିବସ। ଭାଷା ଭିତ୍ତିରେ ଆମ ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା। ଏଥି ସହିତ ଯାଜପୁର ଜିଲ୍ଲା ମଧ୍ୟ ଗଠିତ ହୋଇଥିଲା। ଏହି…

ବୌଦ୍ଧ ଜିଲ୍ଲାରେ ଅନୁକମ୍ପା ରାଶି ପ୍ରଦାନ,୮୩ ଜଣକୁ ମିଳିଲା ପ୍ରାୟ ଏକ କୋଟି ସତର ଲକ୍ଷ୍ୟ ରୁ ଉର୍ଦ୍ଧ ରାଶି

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)କେନ୍ଦୁପତ୍ର ବିଭାଗ ଆନୁକୂଲ୍ୟରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସାମୁହିକ କର୍ମଚାରୀଙ୍କ ପାଇଁ ସରକାରଙ୍କ ସହାୟତl ରାଶି ର ଏକ କାର୍ଯ୍ୟକ୍ରମ…

ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ

Posted by - May 30, 2021 0
ଭୁବନେଶ୍ୱର: ପୁଣି ଲକଡାଉନ ବଢ଼ାଇଲେ ରାଜ୍ୟ ସରକାର କରୋନା ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି…

ସିଟି ଷ୍ଠେସନ ଡକାୟତି ଘଟଣାରେ ୭ ଡକାୟତ ଙ୍କୁ ଗିରଫ କଲା ପୋଲିସ

Posted by - June 11, 2022 0
ସମ୍ବଲପୁର :(ରାମାକାନ୍ତ ପୋଢାଳ) ଗତ ୩ ତାରିଖରେ ସ୍ବଷ୍ଚ ଦିବାଲୋକରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ବୁଦ୍ଧ ବୁଦ୍ଧା ଙ୍କୁ ମାଡ ମାରି…

‘ମୁଁ ଲଢ଼ିବି: ପ୍ରଦୀପ ମହାରଥୀ

Posted by - March 15, 2019 508
ବିବାଦ ଘେରରେ ଥିବା ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗତ ଜାନୁୟାରୀ ୬ ତାରିଖରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପଦରୁ ଇସ୍ତଫା…