ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ୍‌ ପୁଲିସ୍‌ ନଧରିଲେ ବି ଦେବାକୁ ପଡ଼ିବ ଜରିମାନା

351 0

ଭୁବନେଶ୍ୱର ୩୦।୧୧ –   କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା ପଦକ୍ଷେପ ନେବେ ସରକାର । ନିୟମ କୋହଳ ଅବଧି ପୁରୁଥିବାବେଳେ ଏମିତି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । କାଲିଠୁ ତିନିମାସ ଯାଏ କେବଳ ଗାଡି କାଗଜପତ୍ର ଯାଞ୍ଚରେ କୋହଳ ନୀତି ଆପଣାଇବେ କର୍ତ୍ତୃପକ୍ଷ । ହେଲେ ନିୟମ ଉଲଙ୍ଘନ କାରୀଙ୍କଠୁ ନୂଆ ନିୟମ ଅନୁସାରେ ଫାଇନ ଆଦାୟ କରାଯିବ । ସେପଟେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ କମିଶପୋଲିସର ନୂଆ ଫଣ୍ଡା । ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ । ଗାଡି ମାଲିକ ଫାଇନ ଗଣିବେ ।ଏଥିପାଇଁ ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ ।

ଗାଡ଼ି ଚାଳକମାନେ ସାବଧାନ। ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ। ୧୦ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ଆଉ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଜରିମାନା ଆଦାୟ କରିବା ଲାଗି ଆଜି ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିସିପିମାନଙ୍କୁ ନି‌ର୍ଦେଶ ଦିଆଯାଇଛି।

Related Post

ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ

Posted by - June 23, 2019 0
ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ଶାସନ ଓ ଶାସନରେ ସନ୍ତୁଷ୍ଟିକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାକୁ ଆହୁରି ଆଗକୁ ନେବା ଏବଂ…

ଲୋକସେବା ଭବନରେ ବସିବ ବିଧାନସଭା:ବାଚସ୍ପତି ଦେଲେ ନିର୍ଦ୍ଦେଶ

Posted by - March 27, 2020 826
ଭୁବନେଶ୍ୱର,୨୭।୩(ବ୍ୟୁରୋ):  କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟକୁ ସ୍ଥାନାନ୍ତର କରାଯିବ।ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଗତକାଲି ରାତିରେ ଜାଣିବାକୁ ମିଳିଲା ଯେ ବିଧାନସଭାର…

ଉଦ୍ୟାନ ପାଚେରୀ କାର୍ଯ୍ୟ ସଂପୁର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ

Posted by - October 28, 2021 0
ଯାଜପୁର ଜିଲା ତଳିହା ପଂଚାୟତରେ ହୋଇଥିବା ଉଦ୍ୟାନ ପାଚେରୀ କାର୍ଯ୍ୟ ସଂପୁର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି Iକିଛି ଦିନ ତଳେ ଏହାର ପାଚେରୀ ମଧ୍ୟ ଭୁଷୁଡି ପଡିଥିବା  ଲୋକେ ଅଭିଯୋଗ କରିଛନ୍ତି ।I ଏହି ପାଚେରୀ ନିର୍ମାଣ ସାଢ଼େ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପାଚେରୀ ପାଇଁ ବ୍ୟବହୃତ ହୋଇଥିବା ରଡ ଓ ସିମେଂଟ ସଂପୁର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲାପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।  

ନିଜାମୁଦ୍ଦିନ୍‌ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ,ଯାଜପୁର ଜିଲାର ଜଣେ ଚିହ୍ନଟ

Posted by - April 1, 2020 0
ଭୁବନେଶ୍ୱର:ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ…

ଅତାବିରାର ଯୁବ ଖେଲାଲୀ ପ୍ରମୋଦ ଭଗତଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷିତ

Posted by - January 25, 2022 0
ବରଗଡ/ଅତାବିରା:ବିଶ୍ୱ ଦରବାରରେ ବେଡମିଣ୍ଟନ ଖେଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଟୋକିଓ ପାରା ଆଲମ୍ପିକ ରେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଥିବା…

Leave a comment

Your email address will not be published.