ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଆୱାରନେସ କାର୍ଯ୍ୟକ୍ରମ

39 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କୁ A,, B, C ଆୱାରନେସ, ବିଲଙ୍ଗିଙ୍ଗନେସ, ଏବଂ କମିଟମେଣ୍ଟ -ସଚେତନତା, ନିଜତ୍ୱ ଭାବ, ବଚନବଦ୍ଧ ହେବା ସହ ସବୁ ସମୟରେ ଖୁସି ରହିଲେ ନିଜ କ୍ୟାରିଅର ନିଜେ ଗଢି ପାରିବ ବୋଲି ଜ଼ିଲ୍ଲାପାଳ ପିଲାମାନଙ୍କୁ ଘଣ୍ଟାଏ କାଳ ଉପଦେଶ, ଯୋଗ ଶିକ୍ଷା ଦେଇଥିଲେ l

ପ୍ରତିଦିନ 6ରୁ 7ଘଣ୍ଟା ପାଠ ପଢିବା ସହ, କିଛି ଯୋଗାଭ୍ୟାସ, ନିୟମିତ ବ୍ୟାୟମ, ଚାଲିବl ଅଭ୍ୟାସ ଜାରି ରଖିବା ପାଇଁ କହିଥିଲେ l ଏହି ଅବସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼. ପ୍ରମୋଦ କୁମାର ମହାପାତ୍ର, ଇଂରାଜୀ ବିଭାଗ ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ମାଲକାନଗିରି ଜିଲ୍ଲା ଲୋକ କଳା ଓ ସାଂସ୍କୃତିକ ପରିଷଦ ତରଫରୁ ୭୫ ତମ ସ୍।ଧିନତା ଦିବସ ପାଳିତ

Posted by - August 17, 2021 0
ମାଲକାନଗିରି:(ଅବଦୁଲ ଗନି) ଜିଲ୍ଲାର କଳା ଗ୍ରାମ ବୀର ଲକ୍ଷ୍ମଣପୁର ଗ୍ରାମ ପ୍ରାଙ୍ଗଣରେ ମାଲକାନଗିରି ଜିଲ୍ଲା ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଗଠନ ଆନୁକୁଲ୍ୟରେ ୭୫ ତମ ସ୍ୱାଧୀନତା…

ବେକରେ ବେଡ଼ସିଟ ଲଗାଇ ଯୁବକଙ୍କ ଆତ୍ମହତ୍ୟା

Posted by - July 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡି ଫାଣ୍ଡି ହିକୁଡି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ହିକୁଡି ଫାଣ୍ଡି ଅନ୍ତର୍ଗତ ହିକୁଡି…

ଆସନ୍ତା ୨୮ ରେ ଟିଟିଲାଗଡ଼ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ କରାଯିବ ବ୍ଲକ ଘେରାଉ- ଗରିବ ସେନା ତରଫରୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା

Posted by - October 21, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗଙ୍କ ସଭାପତିତ୍ବରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।…

ଚେମ୍ବର ଅଫ କମର୍ସ ର ତ୍ରୟ ମାସିକ ବୈଠକ, ଅନଲାଇନ ବେପାରକୁ ନେଇ ଚିନ୍ତା ବ୍ୟକ୍ତ କଲା ସଂଘ

Posted by - February 26, 2023 0
ଧର୍ମଗଡ : (ହେମନ୍ତ କୁମାର ମାଝି) ଧର୍ମଗଡ ଚେମ୍ବର ଅଫ କମର୍ସ ର ତ୍ରୟମାସିକ ବୈଠକ ବସ୍ତି ପଡ଼ା ଦୂର୍ଗା ମଣ୍ଡପ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ…

କାହା ସ୍ୱାର୍ଥରେ ଜୁନାଗଡ଼ ଷ୍ଟେସନ ଶୌଚାଳୟ! ଝୁଲୁଛି ତାଲା,ବ୍ୟବହାର କରୁଛି କିଏ?

Posted by - December 28, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୋଡ଼ ରେଳଷ୍ଟେସନ ରେ ମହାନଦୀ କୋଲ ଫିଲ୍ଡ ଲିଃ ପକ୍ଷରୁ ନିର୍ମିତ ହୋଇଛି…