Breaking News
Related Post
କୁସକେଲା ଲୁଧିପଡ଼ା ନିକଟରେ ଗ୍ରାମବାସୀ ଅଟକାଇଲେ ପିଡିଏସ ଚାଉଳ ଗାଡ଼ି, ରାତିରେ ଚାଉଳ ଯୋଗାଣ କୁଆଡେ ?
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ କୁସକେଲା ଗ୍ରାମପଞ୍ଚାୟତ ନିକଟ ଲୁଧିପଡ଼ା ନିକଟରେ ରାତିରେ ପିଡ଼ିଏସ ଚାଉଳ କେଉଁଠିକୁ ଯାଉଛି ବୋଲି ଗ୍ରାମବାସୀ, ୱାର୍ଡ ମେମ୍ବର ଡ୍ରାଇଭରକୁ ପଚାରିଥିଲେ,…
୧୫ଲକ୍ଷ ଲୁଟ ଘଟଣା ରେ ଅଭିଯୁକ୍ତ ମାଁ ପୁଅ ଗିରଫ
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହରର ଗେଙ୍ଗୁଟିପାଲି ରେ ସ୍ୱଷ୍ଠ ଦିବାଲୋକରେ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆଜି…
ଜବରଦଖଲ ମୁକ୍ତ କରିବାକୁ ଦାବୀ କରିଛନ୍ତି ବିଜେପି ନେତା ପ୍ରସନ୍ନ ସାମଲ
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧିନ କୋପଣ୍ଡ ମୌଜାର ଏକର ଏକର ମଠ ସଂପତିକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି ମଠ ମହନ୍ତ ନାଲୁ ଦାସ ଏବଂ ଗୁରୁ ରାମ ସ୍ୱରୁପ ଦାଶଙ୍କ ନାଁରେ ରହିଥିବା ବେଳେ ସୋମନଙ୍କର କୌଣସି ଉତରାଧିକାରୀ ନଥିବାରୁ ଏହା ଜବରଦଖଲକାରୀଙ୍କ କବଜା କୁ ଚାଲିଯାଇଛି ,ନିୟମ ମୁତାବକ ଏହି ଜମିର ମାଲିକାନା ସରକାରଙ୍କ ଖାତାକୁ ଯିବା କଥା କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହାକୁ ଜବରଦଖଲ ହେବାର ଲାଗିଛି । ଏ ଦିଗରେ ପ୍ରଶାସନ ପଦକ୍ଷେପ ନେଇ ତୁରନ୍ତ ଏହାକୁ ଜବରଦଖଲ ମୁକ୍ତ କରି ସେଠାରେ ଉନ୍ନୟନମୂଳକ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ବିଜେପି ନେତା ପ୍ରସନ୍ନ ସାମଲ । ସେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଉକ୍ତ ଜମିକୁ ନିଜ ହେପାଜତକୁ ନେବାକୁ ଦାବୀ କରିଛନ୍ତି ।
ବଡ ଖବର
- ଖଡ଼ିଆଳରୁ ନିର୍ବାଚନ ଲଢ଼ିବେ ଶ୍ରୀକାନ୍ତ ଚାଟାର୍ଜୀ
- ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ
- ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟକୁ ମିଳିଲା ପ୍ରଥମ କୁଳପତି। ଡା. ଦତ୍ତେଶ୍ବର ହୋତା ହେଲେ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି। କୁଳାଧିପତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
- ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା
- ଯାଜପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
- ଚିତାଳୋ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଦାୟୀତ୍ୱ ଗ୍ରହଣ
- ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ସେବା ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ
- ନାନ୍ଦୁପଲା ଗାଁ ର ଏକ ଗଭୀର ନଳକୂପ ରୁ ବାହାରୁଛି ସୁନା ଭଳି ପଦାର୍ଥ ସୁନା ଖଣି ନେଇ ଚର୍ଚ୍ଚା, ଘଟଣା ସ୍ଥଳରେ ପ୍ରଶାସନ
- ଗଂଜେଇ ଜବତ
- ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ