ଧର୍ମଗଡ଼ ନଗର ୱ।ଡ଼ ନମ୍ବର ୫ ତେନ୍ତୁଳିଆପଡା ରେ ପିଇବା ପାଣି ସମସ୍ୟା କୁ ନେଇ ଉପ ଜିଲ୍ଲାପାଳ ଏବଂ ନଗର ପାଳ ଙ୍କୁ ଦାବି ପତ୍ର ପ୍ରଦାନ

45 0

ଧର୍ମଗଡ଼:୧୩/୩( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗତ ନଗର ଅଧୀନସ୍ଥିତ ୱ।ଡ଼ ନମ୍ବର ୫ ରେ ପିଇବା ପାଣି ସମସ୍ୟା କୁ ନେଇ ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ତେନ୍ତୁଳିଆପଡା ମହିଳା ମାନେ ଆସି ଏକ ଲିଖିତ ଅଭିଯୋଗ କରିଥିଲେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଉପଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ।

ଧର୍ମଗଡ଼ ନଗର ପାଳ ଅଶୋକ କୁମାର ମହାନ୍ତି ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ନଗର ପାଳ ଶ୍ରୀ ମହାନ୍ତି ଅଭିଯୋଗ କାରୀ ମହିଳା ମାନଙ୍କୁ ଟେଙ୍କର ଯୋଗେ ପାଣି ଯୋଗାଇ ଦେବା ସହ ଵୋରୱ।ଳ ରୁ ଯେଉଁ ପାଣି ଦୁଇ ଘଣ୍ଟା ପାଣି ଯୋଗାଇ ଦିଆଯାଇଛି ତାହା ଚାରି ଘଣ୍ଟା ପାଣି ଯୋଗାଇ ଦିଆଯିବ। ଏବଂ ଖୁବ୍ ଶିଘ୍ର ପାଣି ଟାଙ୍କି ତିଆରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related Post

ଐତିହାସିକ ପଦକ୍ଷେପ ନେବେ ନବରଙ୍ଗପୁର ରାଜ୍ୟସଭା ସାଂସଦ- ଖ୍ରୀଷ୍ଟିୟାନଙ୍କ ଆବାଜ ଦିଲ୍ଲୀ ଦରଵାରରେ ପହଞ୍ଚାଇବେ

Posted by - September 15, 2021 0
ତେନ୍ତୁଳିଖୁଣ୍ଟି:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ସର୍କିଟ ହାଉସ ଠାରେ ଆଜି ନବରଙ୍ଗପୁର ଜାତୀୟ ଦଳିତ ଖ୍ରୀଷ୍ଟୟାନ ସଙ୍ଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ସଭାପତି ଡ଼ା ବିକ୍ରମ…

ଅଲଣ୍ଡା ଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ରେ ସାଧାରଣ ଜନତାଙ୍କ ହଟ୍ଟଗୋଳ

Posted by - May 7, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ରେ ସାଧାରଣ ଜନତାଙ୍କ ଅଭିଯୋଗ…

ଫଟୋଗ୍ରାଫି ଆସୋସିଏସନର ବାର୍ଷିକ ଉତ୍ସବ

Posted by - November 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେ ଫଟୋଗ୍ରାଫି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫଟୋଗ୍ରାଫର ମାନଙ୍କୁ ସଂଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସମ୍ବଲପୁର…

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

Posted by - April 2, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶିକ୍ଷା ବର୍ଷ ୨୦୨୨/୨୩ ପାଇଁ ବିଦ୍ୟାଳୟ ଖୋଲିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶ୍ରୀ ଦାଦି ଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ…

ବୌଦ୍ଧ ଠାରେ ସଫାଇ ମିତ୍ର ସମ୍ମାନ ସମାରୋହ ସହ ବଡାଖାନା ଅନୁଷ୍ଠିତ

Posted by - October 4, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବିଜ୍ଞ୍ୟାପିତ ଅଂଚଳ ପରିଷଦ, ବୌଦ୍ଧ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ସପ୍ତାହ ର ଶେଷ ଦିନରେ ସଫାଇ ମିତ୍ର ସମ୍ମାନ…